Only for Entertainment

ହଠାତ ଚର୍ଚ୍ଚାକୁ ଆସିଲେ ପ୍ରିୟା ପ୍ରକାଶ ୱାରିଅର,ପ୍ରିୟଙ୍କା ଏବଂ ସପ୍ନାଙ୍କୁ ପଛରେ ପକାଇ ଜିତିଲେ ଏହି କ୍ରାଉନ ।

youtube
42

ଗୁଗଲରେ ଏହି ବର୍ଷ ଅଧିକ ଖୋଜା ଯାଇଥିବା ତାରକାଙ୍କ ଲିଷ୍ଟ ସାମ୍ନାକୁ ଆସିଛି । ଗୁଗଲରେ ରଜନୀକାନ୍ତଙ୍କ ୨.୦ ଏବଂ ବେଲି ଡ୍ୟାନ୍ସର ନୋରା ଫତେହିଙ୍କ ଗୀତ ଦିଲବରକୁ ଅଧିକ ଖୋଜାଯାଇଛି । ଏହା ବ୍ୟତୀତ ଗୁଗଲ ଅଧିକ ଖୋଜା ଯାଇଥିବା ତାରକାଙ୍କ ନାମର ଲିଷ୍ଟ ମଧ୍ୟ ଜାରି କରିଛି ।

ଗୁଗଲରେ ମଲୟାଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶ ହରିୟାଣା ସେନସେସନ ସପ୍ନା ଚୌଧରୀଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ତେବେ ୧ ନମ୍ବରରେ ଅଛନ୍ତି ପ୍ରିୟା । ଯାହାକୁ ଗୁଗଲରେ ଅଧିକ ସର୍ଚ କରାଯାଇଛି । ଆମେରିକାନ ସିଙ୍ଗର ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ପତି ଦ୍ୱିତୀୟବ୍ମ୍ରରେ ଅଛନ୍ତି ଏବଂ ତୃତୀୟା ନମ୍ବରରେ ଅଛନ୍ତି ହରିୟାଣୀ ଡ୍ୟାନ୍ସର ସପ୍ନା ଚୌଧରୀ ।ବଲିଉଡ ତାରକାଙ୍କ କଥା ଆଲୋଚନା କରିବା ତେବେ ସେ ଚତୁର୍ଥ ସ୍ଥାନରେ ଅଛନ୍ତି । ସୋନମ କପୁରଙ୍କ ପତି ଆନନ୍ଦ ଆହୁଜା ପଂଚମ ସ୍ଥାନରେ ଅଛନ୍ତି । ସାରା ଅଲି ଖାନ ଷଷ୍ଠ ସ୍ଥାନରେ ଅଛନ୍ତି । ସଲମାନ ଖାନ ସପ୍ତମ ସ୍ଥାନରେ ଅଛନ୍ତି ।

priya prakash

କହିରଖୁଛୁଯେ ଏକ ଭିଡ଼ିଓରେ ଆଖିର ଈଶାରା ପାଇଁ ଇଂଟରନେଟରେ ଧମାଲ ଖେଳାଇ ଦେଇଥିଲେ । ଯାହା ପରଠାରୁ ସେ ହୋଇ ଯାଇଛନ୍ତି ଇଂଟରନେଟ ସେନସେସନ । ସେହି ଭିଡ଼ିଓକୁ ସମସ୍ତେ ଖୁବ ପସନ୍ଦ କରିଥିଲେ । ତେବେ ଭିଡ଼ିଓଟି ମଲୟାଲାମ ଫିଲ୍ମ ‘ଔରୁ ଅଦାର ଲଭ’ର ଗୀତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More