Only for Entertainment

କେରଳ ବନ୍ୟା ପିଡ଼ିତଙ୍କୁ ହୃଦୟ ଖୋଲି ଦାନ କଲେ ପ୍ରିୟା ପ୍ରକାଶ ୱାରିଅର ।

StaReveal.Info
0 61

କେରଳ ବନ୍ୟା ପିଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ସାରା ଦେଶରୁ ଲୋକ ଆଗେଇ ଆସିଛନ୍ତି । ଏହି ବନ୍ୟାରେ ପ୍ରାୟ ୩୫୦ ଲୋକଙ୍କ ଜୀବନ ଚାଲିଯାଇଛି ଏବଂ କୋଟି କୋଟି ଲୋକ ବେଘର ହୋଇ ଯାଇଛନ୍ତି । ଏହି ମଧ୍ୟରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟୀଙ୍କ ପର୍ଯ୍ୟନ୍ତ ସହାୟତାର ହାତ ବଢାଇଛନ୍ତି ।

ଇଂଟରନେଟ ସେନସେସନ ସାଜିଥିବା ପ୍ରିୟା ପ୍ରକାଶ ୱାରିଅର ମଧ୍ୟ ପଛଘୁଂଚା ଦେଇ ନାହାଁନ୍ତି । ସେ ରାଜ୍ୟ କୋଷକୁ ୧ ଲକ୍ଷ୍ୟ ଦାନ କରିଛନ୍ତି । ଇଂଷ୍ଟାଗ୍ରାମରେ ୫୦ ଲକ୍ଷ୍ୟରୁ ଅଧିକ ଫଲୋର୍ସ ଥିବା ଏହି ଅଭିନେତ୍ରୀ ଗୋଟିଏ ବିଜ୍ଞାପନ ପାଇଁ ୮ ଲକ୍ଷ୍ୟ ଟଙ୍କା ଡିମାଣ୍ଡ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More