Only for Entertainment

ସପନା ଚୌଧୁରୀଙ୍କ ପରେ ପ୍ରିୟଙ୍କଙ୍କ ବଦଳିଲା ଭାଗ୍ୟ, ‘ଡିଜେ ବାଲେ ବାବୁ’ଙ୍କ ସହ ଆସିଲେ ନଜର ।

INDIA
0 68

ବିବାଦିତ ସୋ ବିଗବିସ ବିଗବସ କୁ କୁହାଯାଏ । ମାତ୍ର ଏହି ବିଗବସକୁ ଆସିଲା ପରେ ଅନେକ ଲୋକଙ୍କର ଭାଗ୍ୟ ବଦଳିଯାଇଥାଏ । ବିଗବସରେ ଭାଗ ନେଇଥିବା ମନ୍ନୁ ପଞ୍ଜାବୀ, ମନବୀର ଗୁଜର, ନିତିଭା କୌଲ, ସପନା ଚୌଧୁରୀ ଏବଂ ହିନା ଖାନଙ୍କ ଜୀବନରେ ଅନେକ ପରିବର୍ତ୍ତନ ହୋଇଛି ଏଥିମଧ୍ୟରୁ ଆଉ ଏକ ନାଁ ଆସିଛି ପ୍ରିୟଙ୍କା ଶର୍ମାଙ୍କର ।

ପ୍ରିୟଙ୍କା ଶର୍ମା ବିଗବସ୧୧ରେ ନଜର ଆସିଥିଲେ । ଏବେ ପ୍ରିୟଙ୍କ ‘ଡିଜେ ବାଲେ ବାବୁ’ ଏବଂ ‘ଅଭି ତୋ ପାର୍ଟି ଶୁରୁ ହୁଇ ହେ’ ଭଳି ଗୀତରେ ଧମାଲ ମଚାଇଥିବା ଗାୟିକା ଆସ୍ଥା ଗିଲ ଏବଂ ର୍ୟାପର ବାଦଶାହଙ୍କ ଏକ ନୂଆ ଭିଡିଓରେ ନଜର ଆସିଛନ୍ତି । ଏହି ଗୀତର ନାଁ ରହିଛି ବଜ୍ଜ ଏବଂ ଏହା ଏକ ଡ୍ୟାନ୍ସ ଗୀତ ଅଟେ । ଭିଡିସରେ ଆସ୍ଥା ଏବଂ ପ୍ରିୟଙ୍କ ଶର୍ମା ଏକା ସାଙ୍ଗେ ଡ୍ୟାନ୍ସ କରିଥିବା ନଜର ଆସିଛନ୍ତି । ଏହି ଗୀତର ମଝିରେ ମଝିରେ ବାଦଶାହ ରାପ କରୁଥିବାର ନଜର ଆସିଛନ୍ତି ।

priyank-647_101317111513

ସୋନି ମ୍ୟୁଜିକ ଇଣ୍ଡିଆ ଦ୍ୱାରା ଗୁରୁବାର ଏହି ଭିଡିଓ ୟୁଟ୍ୟୁବରେ ଅପଲୋଡ ହେବା ପରେ ପରେ ହିଁ ଏହି ଭିଡିଓ ଭାଇରାଲ ହୋଇଛି । ଅପଲୋଡର କିଛି ମୂହୁର୍ତ୍ତ ପରେ ଏହି ଭିଡିଓକୁ ୧,୨୩.୭୫୪ଥର ଦେଖାଯାଇଥିବା ଜଣା ପଡିଛି । ସେହିଭଳି ହିନା ଖାନ ମଧ୍ୟ ପପ୍ ସିଙ୍ଗର ସୋନୁ ଠୁକରାଲଙ୍କ ସହ ତାଙ୍କ ଭିଡିଓ ଆଲବମରେ ନଜର ଆସିବେ । ସେହିଭଳି ହରିୟାଣାର ଡ୍ୟାନ୍ସର ସପନା ଚୌଧୁରୀ ଏବେ ବଲିଉଡରେ ଧମାକା କରି ଚାଲିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More