Only for Entertainment

ଷ୍ଟାଇଲିସ ଅନ୍ଦାଜରେ ନ୍ୟୁୟର୍କ ଏୟାରପୋର୍ଟରେ ନଜର ଆସିଲେ ପ୍ରିୟଙ୍କା ଏବଂ ନିକ ଜୋନଓ,ଦେଖନ୍ତୁ ଫଟୋ ।

bollywood tadka
0 110

ପ୍ରିୟଙ୍କା ଚୋପ୍ରା ଏବେ ହଲିଉଡ ସିଙ୍ଗର ଏବଂ ଆକ୍ଟର ନିକ ଜୋନସଙ୍କ ସହିତ ନଜର ଆସୁଛନ୍ତି । ଏହା ସହିତଅଫେୟରକୁ ନେଇ ସେ ଖୁବ ଚର୍ଚ୍ଚାରେ ମଧ୍ୟ ଅଛନ୍ତି ।


ନିକଟରେ ପ୍ରିୟଙ୍କା ପୁଣିଥରେ ନିକଙ୍କ ସହିତ ଜନ ଏଫ କେନେଡ଼ି ଏୟାରପୋର୍ଟରେ ନଜର ଆସିଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More