Only for Entertainment

ସିଢୀରୁ ପଡ଼ୁ ପଡ଼ୁ ବଂଚିଗଲେ ପ୍ରିୟଙ୍କା ଚୋପ୍ରା, ଏଭଳି ସମ୍ଭାଳିଲେ ପତି ନିକ ।

bollywood tadka
29

ହଲିଉଡ ଏବଂ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଅଧିକାଂଶ ସମୟରେ ମୂଲ୍ୟବାନ ସମୟ ବିତାଉ ଥିବାର ଦେଖିବାକୁ ମିଳେ । ନିକ୍ୟଙ୍କା ନିଜ ପ୍ରେମକୁ ଦେଖାଇବାକୁ କେବେ ମଧ୍ୟ କୁଣ୍ଠାବଦ୍ଧ କରନ୍ତି ନାହିଁ । ସୋସିଆଲ ମିଡିଆ ଠାରୁ ଆରମ୍ଭ କରି କୌଣସି ଇଭେଂଟ ପର୍ଯ୍ୟନ୍ତ ଦୁଇ ଜଣଙ୍କର ଭଲ କେମେଷ୍ଟ୍ରି ଦେଖିବାକୁ ମିଳେ । ନିକଟରେ ଦୁଇ ଜଣଙ୍କ ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଭିଡ଼ିଓରେ ଦୁଇଜଣ ଏକା ସାଙ୍ଗରେ ନଜର ଆସିଛନ୍ତି ଏବଂ କୌଣସି ମ୍ୟୁଜିକ କନ୍ସର୍ଟରୁ ବାହାରକୁ ଆସୁଥିବାର ଦେଖିବାକୁ ମିଳିଛି ।

 

View this post on Instagram

 

Priyanka, Nick, Joe, Sophie, Kevin and Daniella last night in Pennsylvania.

A post shared by priyankachoprajonas (@world_of_priyanka_chopra) on

କନ୍ସର୍ଟରୁ ବାହାରକୁ ଆସିବା ସମୟରେ ସିଢୀରେ ପ୍ରିୟଙ୍କାଙ୍କ ଭାରସାମ୍ୟ ବିଗିଡ଼ି ଯାଉଛି ଏବଂ ସେ ହଠାତ ପଡ଼ିବା ପୂର୍ବରୁ ନିକଙ୍କ ତାଙ୍କ ବାହୁରେ ପ୍ରିୟଙ୍କାଙ୍କୁ ଧରି ନେଉଛନ୍ତି । ବାସ୍ତବରେ ମିଡିଆକୁ ଦେଖି ହ୍ୟାଲୋ କହିବା ସମୟରେ ପ୍ରିୟଙ୍କାଙ୍କ ସହିତ ଏଭଳି ଘଟୁଛି ।

କହିରଖୁଛୁଯେ ଏହା ପୂର୍ବରୁ ମଧ୍ୟ ନିକଙ୍କ ଏକ ଭିଡ଼ିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଗୋବିନ୍ଦାଙ୍କ ଏକ ଗୀତରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More