Only for Entertainment

ପ୍ରିୟଙ୍କା ଓ ନିକଙ୍କୁ ଚଢିଲା ଡିଜିଟାଲ ନିଶା, ଏହି ୱେବସିରିଜରେ କରିବାକୁ ଯାଉଛନ୍ତି ଡେବ୍ୟୁ

hindirush
35

ଆଜିକାଲି ୱେବସିରିଜର ଡିମାଣ୍ଡ ବଢିଗଲାଣି । ପ୍ରତିଦିନ କେହି ନା କେହି ବଲିଉଡ ଷ୍ଟାର ୱେବସିରିଜରେ ଯୋଡ଼ି ହେଉଥିବା ଜଣାପଡ଼ିଛି । ବଡ଼ ବଡ଼ ଷ୍ଟାର ଏଭଳି ୱେବସିରିଜରେ ନଜର ଆସୁଛନ୍ତି । ଏହି ଲିଷ୍ଟରେ ଏବେ ପ୍ରିୟଙ୍କା ଚୋପ୍ରାଙ୍କ ନାମ ମଧ୍ୟ ଯୋଡ଼ି ହୋଇଯାଇଛି । ତେବେ କେବଳ ପ୍ରିୟଙ୍କା ନୁହଁନ୍ତି ବରଂ ଦେଶୀଗର୍ଲଙ୍କ ପତି ନିକ ମଧ୍ୟ ୱେବସିରିଜରେ ନଜର ଆସିବେ ।

 

ମିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସ ନେଟଫ୍ଲିକ୍ସର ଆଗାମୀ ସୁପରହିରୋ ୱେବସିରିଜ ‘ୱି କ୍ୟାନ ବି ହିରୋଜ’ରେ ନଜର ଆସିବେ । ଏହାକୁ ଅଲିଟା ବ୍ୟାଟଲ ଏଂଜଲ ଏବଂ ସ୍ପାଇ କିଡସ ନିର୍ମାଣ କରିଥିବା ନିର୍ଦ୍ଦେଶକ ଡାଇରେକ୍ଟର ରୋବର୍ଟ ରୋଡ୍ରିଗୁଏଜ ନିର୍ଦ୍ଦେଶନା ଦେବେ । ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More