Only for Entertainment

ଦିଲ୍ଲୀରେ ରିସେପ୍ସନ ସାରି ମୁମ୍ବାଇ ପେରିଲେ ନିକୟଙ୍କା, ଏୟାରପୋର୍ଟରେ ହେଲେ ସ୍ପଟ ।

ndtv
40

ମଙ୍ଗଳବାର ଦିଲ୍ଲୀରେ ରିସେପ୍ସନ ପାର୍ଟି ଦେବା ପରେ ନ୍ୟୁଲିୱେଡ କପଲ ପ୍ରିୟଙ୍କା ଏବଂ ନିକ ବୁଧବାର ରାତିରେ ମୁମ୍ବାଇ ଫେରିଛନ୍ତି । ଦୁହିଁଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଏକା ସହିତ ସ୍ପଟ କରାଯାଇଛି । ପ୍ରିୟଙ୍କା ଏବଂ ନିକଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

pc n nik

pc

 

ବିବାହ ପରେ ଦୁହେଁ ଦିଲ୍ଲୀରେ ପ୍ରଥମ ରିସେପ୍ସନ ପାର୍ଟି ଦେଇଥିଲେ ଯାହା ଖୁବ ଚର୍ଚ୍ଚାରେ ଥିଲେ । ପାର୍ଟିରେ ପିଏମ ନରେନ୍ଦ୍ର ମୋଦୀ ଯୋଗଦେଇ ପ୍ରିୟଙ୍କା ଏବଂ ନିକଙ୍କୁ ଶୁଭେଚ୍ଚା ଜଣାଇଥିଲେ ।

pc

ଦିଲ୍ଲୀରେ ରିସେପ୍ସନ ପାର୍ଟି ପରେ ନିକ-ପ୍ରିୟଙ୍କା ଏକ ଲଂଚ ଇଭେଣ୍ଟରେ ପହଁଚିଥିଲେ । ଏହି ଇଭେଣ୍ଟରେ ପ୍ରିୟଙ୍କାଙ୍କୁ ୱେଷ୍ଟର୍ଣ୍ଣ ଲୁକରେ ଦେଖିବାକୁ ମିଳିଥିଲା । ୱେଷ୍ଟର୍ଣ୍ଣ ଆଉଟଫିଟରେ ମଧ୍ୟରେ ପ୍ରିୟଙ୍କା ମଥାରେ ସିନ୍ଦୁର ଏବଂ ହାତରେ ଚୁଡି ଲଗାଇଥିଲେ ।

nick

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More