Only for Entertainment

ପ୍ରିୟଙ୍କା ଗାଇଲେ ଜୋନସ ବ୍ରଦର୍ସଙ୍କ ହଲିଉଡ ଗୀତ, ସାଙ୍ଗରେ ନଜର ଆସିଲେ ବିଦେଶୀ ଜ୍ୱାଇଁ ।

aajtak
42

ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସଙ୍କ ପ୍ରେମର ଚର୍ଚ୍ଚା ବଲିଉଡରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ସବୁଠାରୁ ହେଉଥିବା ଦେଖିବାକୁ ମିଳେ । ଅଧିକାଂଶ ସମୟରେ ଦୁଇଜଣଙ୍କ ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ।

ଏବେ ପ୍ରିୟଙ୍କା ଚୋପ୍ରାଙ୍କ ଏକ ନୂଆ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡ଼ିଓରେ ପ୍ରିୟଙ୍କା ଜୋନସ ବ୍ରଦର୍ସଙ୍କ ‘ସକର’ ଗୀତ ଗାଉଥିବାର ନଜର ଆସିଛନ୍ତି । ଗାଉଥିବା ସମୟରେ ସେ ଡ୍ୟାନ୍ସ ମଧ୍ୟ କରୁଛନ୍ତି । ସବୁଠାରୁ ଖାସ କଥା ହେଉଛି ପ୍ରିୟଙ୍କା ଏବେ ପୂରା ହଲିଉଡ ଷ୍ଟାରଙ୍କ ଭଳି ଚାଲିଚଳଣି ବଦଳାଇ ସାରିଲେଣି । ତେବେ ପ୍ରିୟଙ୍କାଙ୍କ ସହିତ ନିକ ଜୋନସ ମଧ୍ୟ ଗୀତ ଗାଉଛନ୍ତି ।

 

 

View this post on Instagram

 

A couple that does karaoke together stays together. ❤? #Priyankachopra #Nickjonas #Nickyanka #mrandmrsjonas

A post shared by Nick&Priyanka Jonas FC (@nickyanka18) on

ବାସ୍ତବରେ ପ୍ରିୟଙ୍କା ଏବଂ ନିକ ତାଙ୍କର କିଛି ଘନିଷ୍ଠ ବନ୍ଧୁ ମାନଙ୍କ ସହିତ ଡିନର ପାର୍ଟିରେ ଏକ ଗୀତ ଗାଉଥିବାର ନଜର ଆସିଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ମଧ୍ୟ ସମୂଦ୍ର ମଧ୍ୟରେ ମସ୍ତୀ କରୁଥିବାର ନଜର ଆସିଥିଲେ ନିକ୍ୟଙ୍କା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More