Only for Entertainment

ପ୍ରିୟଙ୍କା ଓ ନିକଙ୍କ ଘରକୁ ଆସିଲା ନୂଆ ଅତିଥି, ଭିଡ଼ିଓ ଶେୟାର କରି ଜଣାଇଲେ ଖୁସି ଖବର

hindirush
54

ଲଭେବଲ କପଲ୍ସଙ୍କ ମଧ୍ୟରୁ ନିକ ଏବଂ ପିୟଙ୍କାଙ୍କ ଯୋଡ଼ି ଗୋଟିଏ । ଦୁଇଜଣ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ । କିନ୍ତୁ କ’ଣ ଆପଣ ଜାଣିଛନ୍ତିକି ଏହି ଦୁଇଜଣଙ୍କ ଘରକୁ ଆସିଛନ୍ତି ଜଣେ ନୂଆ ଅତିଥି । ଏହି ସୂଚନା ପ୍ରିୟଙ୍କା ତାଙ୍କ ସୋସିଆଲ ମିଡିଆ ଆକାଉଂଟରେ ଦେଇଛନ୍ତି । ସେ ଏହି ନୂଆ ଅତିଥିଙ୍କ ଏକ କ୍ୟୁଟ ଭିଡ଼ିଓ ଶେୟାର କରିଛନ୍ତି । ଯାହା ଖୁବ ଭାଇରାଲ ହେଉଛି ।

 


ବାସ୍ତବରେ ଦୁଇଜଣ ୧ ଡିସେମ୍ବରକୁ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ଏହା ପୂର୍ବରୁ ପ୍ରିୟଙ୍କା ତାଙ୍କ ପତି ନିକଙ୍କୁ ଏକ ଉପହାର ଦେଇ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ସେ ନିକଙ୍କୁ ଏକ କ୍ୟୁଟ ପପି ଉପହାରରେ ଦେଇଛନ୍ତି ଯାହାର ନାମ ରଖିଛନ୍ତି ଜୋନି ଜୋନସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More