Only for Entertainment

ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ରେଡ ଡ୍ରେସ ସହ ମଥାରେ ସିନ୍ଦୁର ପିନ୍ଧି ମନାଇଲେ ଜନ୍ମଦିନ, ଦେଖନ୍ତୁ ଫଟୋ !

198

ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଗତ ୧୮ଜୁଲାଇରେ ନିଜ ୩୭ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ମଉକାରେ ସେ ମିୟାମୀ ବିଚରେ ମା ମଧୁ ଚୋପ୍ରା, ସ୍ୱାମୀ ନିକ ଜୋନ, ଭଉଣୀ ପରିଣୀତି ଏବଂ ନିକଟତର ବନ୍ଧୁ ମାନଙ୍କ ସହ ବର୍ଥଡେ ସେଲିବ୍ରେଟ କରିଛନ୍ତି । ସୋସିଆଲ ମିଡିଆରେ ପ୍ରିୟଙ୍କାଙ୍କ ବର୍ଥଡେ ସେଲିବ୍ରେଟ ଫଟୋ ଖୁବ ଚର୍ଚ୍ଚାରେ ରହିଛି ।

 

View this post on Instagram

 

Priyanka celebrating her birthday last night #priyankachopra #nickjonas

A post shared by Priyanka-Chopra.us (@priyankacentral) on

ପ୍ରିୟଙ୍କା ରେଡ ହଟ ଡ୍ରେସ ରେ ଖୁବ ସୁନ୍ଦର ନଜର ଆସିଛନ୍ତି । ଏହାସହ ଖାସ କଥା ହେଉଛି ସେ ନିଜ ମଥାରେ ସିନ୍ଦୁର ଲଗାଇଥିବା ମଧ୍ୟ ନଜର ଆସିଛନ୍ତି । ସୋସିଆଲ ମିଡିଆରେ ପ୍ରିୟଙ୍କାଙ୍କ ବର୍ଥଡେ ଫଟୋ ସବୁ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

Link in story for HQ pictures #priyankachopra #nickjonas

A post shared by Priyanka-Chopra.us (@priyankacentral) on

ଏଥିରେ ପ୍ରିୟଙ୍କା ୩ଟିୟର କେମ କାଟୁଥିବାର ନଜର ଆସିଛନ୍ତି । କେକ ଖୁବ ଆକର୍ଷଣୀୟ ଢଙ୍ଗରେ ସଜାଯାଇଥିଲା ଏବଂ ତାଙ୍କ ଜନ୍ମଦିନରେ ସ୍ୱାମୀ ନିକ ଜୋନସ ଛୋଟ ଛୋଟ ଜିନିଷ ଉପରେ ଧ୍ୟାନ ରଖୁଥିବା ଦେଖିବାକୁ ମିଳିଛି ।

 

View this post on Instagram

 

Birthday party ? #priyankachopra #nickjonas

A post shared by Priyanka-Chopra.us (@priyankacentral) on

ଫିଲ୍ମ ବିଷୟରେ କହିବାକୁ ଗଲେ ପ୍ରିୟଙ୍କା ଖୁବଶୀଘ୍ର ଫରହାନ ଅଖଚ୍ଛରଙ୍କ ସହ ଫିଲ୍ମ ‘ଦ ସ୍କାଇ ଇଜ ପିଙ୍କ’ରେ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ସୋନାଲୀ ବୋସ କରୁଥିବା ବେଳେ ଫିଲ୍ମରେ ଫିଲଚ୍ମ ଜାୟରା ବସିମ ମଧ୍ୟ କାମ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More