Only for Entertainment

ମିଆମି ବିଚ୍ ରେ ପତି ସହିତ ମସ୍ତୀ କରୁଥିବାର ନଜର ଆସିଲେ ପ୍ରିୟଙ୍କା ଚୋପ୍ରା

bollywood tadka
70

ମିଆମି ବିଚ୍ ରେ ପତି ନିକଙ୍କ ସହିତ କ୍ୱାଲିଟି ସମୟ ବିତାଉଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ନିକଟରେ ପ୍ରିୟଙ୍କା ଏବଂ ନିକଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଫଟୋରେ ୩୭ ବର୍ଷୀୟ ପିସି ଗୋଲାପି ରଙ୍ଗର ବିକିନିରେ ନଜର ଆସିଛନ୍ତି ।

ପ୍ରିୟଙ୍କାଙ୍କ କିଲର ଫିଗର ଦେଖିବା ଯୋଗ୍ୟ ଏବଂ ନିକ ସିଙ୍ଗଲ ସର୍ଟସରେ ଖୁବ ହଟ ଲାଗୁଛନ୍ତି । ପିସି ପାଣି ଭିତରେ ଖୁବ ମସ୍ତୀ କରୁଥିବାର ନଜର ଆସିଛନ୍ତି ।

କହିରଖୁଛୁ ନିକଟରେ ପିସି ତାଙ୍କର ଜନ୍ମଦିନ ପାଳନ କରିଥିଲେ ଯାହାର କେତେକ ଫଟୋ ଏବଂ ଭିଡ଼ିଓ ଆମେ ଆପଣଙ୍କ ସହିତ ଶେୟାର କରିଥିଲୁ । ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ସେ ଖୁବଶୀଘ୍ର ବଲିଉଡ ଫିଲ୍ମ ‘ଦ ସ୍କାଇ ଇଜ ପିଙ୍କ’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More