Only for Entertainment

ପ୍ରିୟଙ୍କା ଚୋପ୍ରାଙ୍କ କମବ୍ୟାକ ଫିଲ୍ମ ‘ଦ ସ୍କାଏ ଇଜ ପିଙ୍କ’ ଏହି ଦିନ ହେବ ରିଲିଜ

India TV
19

ବଲିଉଡ ଷ୍ଟାରରୁ ଇଣ୍ଟ ନ୍ୟାସନାଲ ଷ୍ଟାର ପାଲଟିଥିବା ପ୍ରିୟଙ୍କା ଚୋପ୍ରାଙ୍କ କମବ୍ୟାକ ଫିଲ୍ମ ‘ଦ ସ୍କାଏ ଇଜ ପିଙ୍କ’ର ରିଲିଜ ଡେଟର ଘୋଷଣା ନିର୍ମାତା କରିଦେଇଛନ୍ତି । ଜଣା ଶୁଣା ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି ପ୍ରୟଙ୍କା ଚୋପ୍ରା, ଫରହାନ ଅଖତର ଏବଂ ଜାୟରା ୱସିମ ଷ୍ଟାରର ଫିଲ୍ମ ‘ଦ ସ୍କାଏ ଇଜ ପିଙ୍କ’ ୧୧ ଅକ୍ଟୋବରରେ ରିଲିଜ ହେବା ବେଲି ସୂଚନା ଦେଇଛନ୍ତି ।

ତରଣ ଆଦର୍ଶ ଟ୍ୱିଟ କରି ଲେଖିଛନ୍ତି , ‘ଦ ସ୍କାଏ ଇଜ ପିଙ୍କ’ର ରିଲିଜ ଡେଟ ଫାଇନାଲ ହୋଇସାରିଛି । ଫିଲ୍ମ ୧୧ ଅକ୍ଟୋବର ୨୦୧୯ରେ ପରଦାକୁ ଆସିବ । ନିର୍ଦ୍ଦେଶକ ସୋନାଲୀ ବୋସଙ୍କ ଏହି ଫିଲ୍ମରେ ପ୍ରିୟଙ୍କା ଚୋପ୍ରା, ଫରହାନ ଅଖତର ଏବଂ ଜାୟରା ୱସିମ ନଜର ଆସିବେ । ଫିଲ୍ମକୁ ଆରଏସଭିପି ଏବଂ ରୟ କପୁର ଫିଲ୍ମସ ପ୍ରଡ୍ୟୁସ କରୁଛନ୍ତି ।

ଫିଲ୍ମର କାହଣୀ ବି ଷୟରେ କହିବାକୁ ଗଲେ, ଜଣେ ଛୋଟ ଝିଅର କାହାଣୀକୁ ନେଇ ଆଧାରିତ ଯେ ଗମ୍ଭୀର ରୋଗରେ ପିଡିତ ଥିବ । ଫିଲ୍ମରେ ପ୍ରୟଙ୍କା ଚୋପ୍ରା ଏବଂ ଫରହାନ ଅଖତର ଏହି ଛୋଟ ଛୁଆର ମାତା ପିତା ଚରିତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More