Only for Entertainment

ପୁଣିଥରେ ମାଡାମ ତୁଷାଦ ମ୍ୟୁଜିୟମରେ ପ୍ରିୟଙ୍କାଙ୍କ ମହମ ପ୍ରତିମୂର୍ତ୍ତି । ସମସ୍ୟାରେ ପକାଇଦେବେ ନକଲି ନାୟିକା ।

bollywood tadka
24

ପ୍ରିୟଙ୍କା ଚୋପ୍ରାଙ୍କ ସଫଳତା ବିଷୟରେ ଯେତେ ଆଲୋଚନା କଲେ ମଧ୍ୟ ଶେଷ ହେବ ନାହିଁ । ଏହି ନାୟିକା ଜଣେ ଗ୍ଲୋବାଲ ଷ୍ଟାର । ବିଦେଶରେ ମଧ୍ୟ ତାଙ୍କ ଷ୍ଟାରଡମ ଖୁବ ପ୍ରଚାରିତ । ଗୁରୁବାର ସଂଧ୍ୟାରେ ପ୍ରିୟଙ୍କାଙ୍କ ବ୍ୟାକ୍ସ ଷ୍ଟାଚ୍ୟୁର ଉଦଘାଟନ କରାଗଲ ।

ଏହି ଷ୍ଟାଚ୍ୟୁକୁ ମିଶାଇ ଦେଶୀ ଗର୍ଲଙ୍କର ସମୁଦାୟ ୪ଟି ଷ୍ଟାଚ୍ୟୁ ହୋଇଗଲା । ସେ ଏଭଳି ପ୍ରଥମ ଅଭିନେତ୍ରୀ ହେଲେ ଯାହାର ୪ଟି ପ୍ରତିମୂର୍ତ୍ତି ନିର୍ମାଣ କରାଗଲା ।

ତେବେ ଫ୍ୟାନ୍ସ ସେହି ଷ୍ଟାଚ୍ୟୁ ସହିତ ଫଟୋ ଉଠାଉଥିବାର ନଜର ଆସିଛନ୍ତି ।

କହିଣକୁଛୁଯେ ସିଡନୀ ପୂର୍ବରୁ ନ୍ୟୁୟର୍କରେ ମଧ୍ୟ ପ୍ରିୟଙ୍କାଙ୍କ ବ୍ୟାକ୍ସ ଷ୍ଟାଚ୍ୟୁ ଲଗାଯାଇଥିଲା । ସେହି ଷ୍ଟାଚ୍ୟୁ ସହିତ ପ୍ରିୟଙ୍କା ଫଟୋ କ୍ଲିକ କରିଥିଲେ ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ନିକଟରେ ତାଙ୍କର ହଲିଉଡ ଫିଲ୍ମ ଇଜ ନଟ ଇଟ ରୋମାଂଟିକ ରିଲିଜ ହୋଇଥିଲା । ଏବେ ବଲିଉଡରେ ମଧ୍ୟ ନଜର ଆସିବେ ପିଗି ଚପ୍ସ । ରିଲିଜ ହେବାକୁ ଯାଉଛି ତାଙ୍କର ଆଗାମୀ ଫିଲ୍ମ ଦ ସ୍କାଇ ଇଜ ପିଙ୍କ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More