Only for Entertainment

ପୂରା ଦୁନିଆ ସାମ୍ନାରେ ନିକ ଜୋନସଙ୍କୁ କିସ କଲେ ପ୍ରିୟଙ୍କା, ଭାବିସ୍ୱାମୀଙ୍କ ଜନ୍ମଦିନକୁ ବନାଇଲେ ସ୍ପେଶାଲ ।

Amar Ujala
0 44

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଭାବିସ୍ୱାମୀ ତଥା ଆମେରିକୀୟ ସିଙ୍ଗର ନିକ ଜୋନସ ନିଜର ୨୬ ତମ ଜନ୍ମଦିନ ପାଳନ କରୁଛନ୍ତି । ପ୍ରିୟଙ୍କା ନିକଙ୍କ ଜନ୍ମଦିନକୁ ସ୍ପେଶାଲ କରିବା ପାଇଁ କେଉଁଥିରେ କମ ରଖିନାହାଁନ୍ତି । ପ୍ରିୟଙ୍କା ନିକଙ୍କ ଜନ୍ମଦିନକୁ ସେଲିବ୍ରେଟ କରିବା ପାଇଁ ଏବେ କାର୍ଲିଫର୍ଣ୍ଣିଆରେ ଅଛନ୍ତି ।

ନିକଟରେ ପ୍ରିୟଙ୍କା ଏବଂ ନିକ ବେସବଲ ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ପହଁଚିଥିଲେ । ସେଠାରେ ନିକଙ୍କ ଫ୍ୟାନ୍ସ ତାଙ୍କର ଜନ୍ମଦିନ ସେଲିବ୍ରେଟ କରିଥିଲେ । ଷ୍ଟେଜ ଉପରେ ନିକ ପ୍ରିୟଙ୍କାଙ୍କୁ ନ୍ୟାସନାଲ ଟିଭିରେ ଆଲିଙ୍ଗନ କରିବା ସହିତ ଦୁହେଁ ପରସ୍ପରକୁ କିସ ମଧ୍ୟ କରିଥିଲେ । ଦୁହିଁଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

 

View this post on Instagram

 

LQ video of Priyanka on stage with Nick for his birthday cake I AM DECEASED #priyankachopra #nickjonas

A post shared by Priyanka Chopra Network (@priyankanetwork) on

କହିରଖୁଛୁ ଯେ, ପ୍ରିୟଙ୍କା ଏବଂ ନିକ ଏବେ ନିଜର ରିଲେସନସିପକୁ ଅଫିସିଆଲ ଭାବେ ଘୋଷଣା କରିଛନ୍ତି । ଏନଗେଜମେଣ୍ଟ ପରେ ଦୁହେଁ ଖୁବ ଶୀଘ୍ର ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More