Only for Entertainment

ବିଳମ୍ବ ରାତିରେ ପାର୍ଟି କରିବାକୁ ପହଂଚିଲେ ପ୍ରିୟଙ୍କା, ସିଙ୍ଗଲ ଟପରେ ନଜର ଆସିଲା ବୋଲ୍ଡ ଲୁକ ।

bollywood tadka
70

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ରବିବାରକୁ ରୋହିତ ନାୟରଙ୍କ ପାର୍ଟିରେ ନଜର ଆସିଥିଲେ । ଏହା ବ୍ୟତୀତ ଜାହ୍ନବୀ କପୁର, ଈଶାନ ଖଟ୍ଟର, ମଧୁ ଚେପ୍ରା, ସଂଜୟ ଲୀଲା ଭଂସାଲୀ, ସୁଶାନ୍ତ ସିଂ ରାଜପୂତ ଓ ଜ୍ୟାଲିନଙ୍କ ସମେତ କେତେକ ଷ୍ଟାର ସେଠାରେ ପହଂଚିିଥିଲେ । ତେବେ ପ୍ରିୟଙ୍କାଙ୍କ କିଛି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ପାର୍ଟିରେ ସେଂଟର ଅଫ ଆଟ୍ରାକ୍ସନ ଥିଲେ ପ୍ରିୟଙ୍କା । ଧଳା ରଙ୍ଗର ଟପ ଏବଂ କଳା ରଙ୍ଗର ପ୍ୟାଂଟରେ ବୋଲ୍ଡ ଲୁକରେ ନଜର ଆସିଥିଲେ । ତାଙ୍କ ସାମ୍ନାରେ ସମସ୍ତେ ଫିକା ପଡ଼ି ଯାଇଥିଲେ ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ସେ ଫିଲ୍ମ ଦ ସ୍କାଇ ଇଜ ପିଙ୍କରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More