Only for Entertainment

କଲରଫୁଲ ଡ୍ରେସରେ ୟାଟ ଉପରେ ଶୋଇ କିଲର ଫିଗର ଦେଖାଇଲେ ଦେଶୀ ଗର୍ଲ

bollywood tadka
161

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ୧୮ ଜୁଲାଇକୁ ତାଙ୍କର ୩୭ ତମ ଜନ୍ମଦିନ ପାଳନ କରିଛନ୍ତି । ବିବାହ ପରେ ଦେଶୀଗର୍ଲଙ୍କର ଏହା ପ୍ରଥମ ଜନ୍ମଦିନ ଥିଲା । ପତ୍ନୀଙ୍କ ଜମନ୍ମଦିନକୁ ଖାସ କରିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରିନଥିଲେ ପତି ନିକ । ନିକଟରେ ଏହି ଛୁଟିର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଫଟୋରେ ପ୍ରିୟଙ୍କା କଲରଫୁଲ ଡ୍ରେସରେ ଖୁବ ହଟ ଲାଗୁଛନ୍ତି । ଏକ ଫଟୋରେ ସେ ୟାଟରେ ଶୋଇ କିଲର ଫିଗର ଦେଖାଉ ଥିବାର ନଜର ଆସିଛନ୍ତି ।

 

କିଛି ଫଟୋରେ ପ୍ରିୟଙ୍କା ଭଉଣୀ ପରିଣୀତିଙ୍କ ସହିତ କୁଲ ଅନ୍ଦାଜରେ ନଜର ଆସିଛନ୍ତି । ଆଉ କିଛି ଫଟୋରେ ପ୍ରିୟଙ୍କା ଓ ନିକ ସ୍ୱାଗ ଲୁକରେ ନଜର ଆସିଛନ୍ତି । କହିରଖୁଛୁ ମିୟାମି ଭ୍ୟାକେସନରେ ପ୍ରିୟଙ୍କା ଓ ନିକଙ୍କ ସହିତ ପରିଣୀତିଙ୍କ ସମେତ ଏକାଧିକ ବନ୍ଧୁ ମଧ୍ୟ ସାମିଲ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More