Only for Entertainment

ପ୍ରିୟଙ୍କା ନିକଙ୍କ ଛାଡ଼ପତ୍ରକୁ ନେଇ ପ୍ରଥମଥର ପରିବାର ତରଫରୁ ଆସିଲା ପ୍ରତିକ୍ରିୟା ।

aajtak
123

ପ୍ରିୟଙ୍କା ଏବଂ ନିକ ମିୟାମିରେ ଛୁଟି ବିତାଉଛନ୍ତି । ଏହି ମଧ୍ୟରେ ଦୁଇଜଣଙ୍କୁ ନେଇ ଆସିଛି ଏକ ସାଙ୍ଘାତିକ ଖବର । ଯେଉଁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଇଂଟରନେସନାଲ ମାଗାଜିନରେ ଏଭଳି ଖବର ଆସିବା ପରେ ପ୍ରିୟଙ୍କା ନିକଙ୍କୁ ନେଇ ଚାଲିଛି ଜବରଦସ୍ତ ଚର୍ଚ୍ଚା । ତେବେ କହିରଖୁଛୁଯେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଓକେ ମାଗାଜିନ ପ୍ରିୟଙ୍କାଙ୍କୁ ନେଇ ଏଭଳି କିଛି ବିବାଦୀୟ ତଥ୍ୟ ଲେଖିଛି । ତେବେ ବାରମ୍ବାର ଏହି ଖବର ଆସୁଛି ଏବଂ ଏହା ସମସ୍ତଙ୍କୁ ମର୍ମାହତ କରିଛି ।

ନିକଟରେ ପ୍ରିୟଙ୍କାଙ୍କ ପରବାରର ପ୍ରଥମ ରିଆକ୍ସନ ଆସିଛି । ଯେଉଁଥିରେ ମନ୍ତବ୍ୟ ଦେଇଛନ୍ତି ପ୍ରିୟଙ୍କାଙ୍କ କଜିନ ସିଷ୍ଟର ପରିଣୀତି । ତାଙ୍କ କହିବା ଅନୁସାରେ ଦୁଇ ଜଚ୍ଚଙ୍କ ଖୁବ କ୍ଲୋଜ ରିଲେସନରେ ଅଛନ୍ତି ଏବଂ ଏହି ଖବର ସଂପୂର୍ଣ୍ଣ ଭାବରେ ମିଛ । ମୁଁ ଏହା ବିଷୟରେ କୌଣସି କଥା କହିବା ପାଇଁ ଚାହୁଁନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More