Only for Entertainment

ପତି ନିକଙ୍କ ହାତ ଧରି ସଡ଼କରେ ବୁଲୁଥିବାର ନଜର ଆସିଲେ ପ୍ରିୟଙ୍କା ଚୋପ୍ରା, ହଟ ଡ୍ରେସରେ ଏଭଳି ଲୁକରେ ନଜର ଆସିଲେ ମିସେସ ଜୋନସ ।

bollywood tadka
110

ନିଜ ଫ୍ୟାଶନ ପାଇଁ ବେଶ ଜଣାଶୁଣା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ନିକଟରେ ପ୍ରିୟଙ୍କାଙ୍କ କିଛି ଫଟୋ ସାମ୍ନାକୁ ଆସିଛି । ଏହି ଫଟୋରେ ସେ ପତି ନିକ ଜୋନସଙ୍କ ସହିତ ମିଆମି ସଡ଼କରେ ହାତ ଧରି ବୁଲୁଥିବାର ନଜର ଆସିଛନ୍ତି । ଫଟୋରେ ପ୍ରିୟଙ୍କା ଖୁବ ବୋଲ୍ଡ ଅନ୍ଦାଜରେ ନଜର ଆସିଥିବା ବେଳେ ନିକ ଖୁବ ମ୍ୟାଚ୍ୟୋର ଲାଗୁଛନ୍ତି । ଦୁଇଜଣ ଖୁବ ଖୁସି ଥିବା ନଜର ଆସିଛନ୍ତି ।

ଗତ କିଛି ଦିନ ପୂର୍ବରୁ ପ୍ରିୟଙ୍କା ଏକ ପ୍ରସିଦ୍ଧ ଶୋ’ରେ ପହଂଚିଥିଲେ । ଯେଉଁଠାରେ ପ୍ରିୟଙ୍କା କହିଛନ୍ତିଯେ ସେ ନିକଙ୍କ ଠାରୁ ଦୂରରେ ଥିବା ସମୟରେ ଚ୍ୟାଟ କରି ପରସ୍ପରକୁ ପ୍ରେମ କରନ୍ତି । ଏହି ସମୟରେ ଶୋ’ର ହୋଷ୍ଟ ପଚାରିଲେଯେ କ’ଣ ତୁମେ ଦୂରରେ ରହି ପ୍ରତ୍ୟେକ ଚ୍ୟାଟ ଏବଂ ଫେସ ଟାଇମ ସେକ୍ସରେ ବିଶ୍ୱାସ କର, ପ୍ରିୟଙ୍କା କହିଲେ ବିଲକୁଲ ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ଖୁବଶୀଘ୍ର ପ୍ରିୟଙ୍କା ଦ ସ୍କାଇ ଇଜ ପିଙ୍କରେ ନଜର ଆସିବେ । ଯାହାର ଫଟୋ ସେ ବିଭିନ୍ନ ସମୟରେ ଶେୟାର କରୁଛନ୍ତି । କେବଳ ପ୍ରିୟଙ୍କା ନୁହଁନ୍ତି ଫିଲ୍ମର ଅନ୍ୟ ସଦସ୍ୟାମାନେ ମଧ୍ୟ ବିଭିନ୍ନ ସମୟରେ ଫଟୋ ଶେୟାର କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More