Only for Entertainment

ପ୍ରିୟଙ୍କା ନିକଙ୍କ ବିବାହରେ ଅତିଥିମାନଙ୍କୁ ଦିଆଯିବ ଏହି ଗିଫ୍ଟ ।

you tube
20

ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସଙ୍କ ବିବାହର କାର୍ଯ୍ୟକ୍ରମ ଆଡି ଟାରୁ ଆରମ୍ଭ ହେବାକୁ ଯାଉଛି । ଆଜି ନିକ ଏବଂ ପ୍ରିୟଙ୍କାଙ୍କର ସଙ୍ଗୀତ ସେରେମାନୀର ଆୟୋଜନ ହେବ । ୨ ଡିସେମ୍ବରକୁ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । କିନ୍ତୁ ବିବାହର ଡେଟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇିନାହିଁ । କେହି କେହି ମଧ୍ୟ କହୁଛନ୍ତି ଦୁହେଁ ୧ ଡିସେମ୍ବରରେ ବିବାହ କରିବେ । ବିବାହ ପାଇଁ ବନ୍ଧୁ ଏବଂ ପରିବାର ସଦସ୍ୟ ଯୋଧପୁରରେ ପହଁଚି ସାରିଛନ୍ତି । ଦୀପବୀରଙ୍କ ପରି ନିକୟଙ୍କାଙ୍କ ବିବାହରେ ମଧ୍ୟ ମୋବାଇଲ ଫୋନ ନେବା ଉପରେ ପାବନ୍ଧି ଲଗାଯାଇଛି ।

ତବେ ନିକୟଙ୍କାଙ୍କ ବିବାହରେ ଅତିଥିମାନଙ୍କୁ କେଉଁ ଉପହାର ଦିଆଯିବା ତାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ଦେଖନ୍ତୁ ଭିଡିଓ-

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More