Only for Entertainment

ପ୍ରିୟଙ୍କା ଚେପ୍ରା ଏବଂ ନିକ ଜୋନସଙ୍କ ୱେଡିଂକୁ ମିଳିଲା ‘ଦ ସିମ୍ପସନ୍ସ’ ଅନ୍ଦାଜ, ଦେଖନ୍ତୁ ଫଟୋ-

zee news
23

ହଲିଉଡ ପପ ସିଙ୍ଗର ନିକ ଜୋନସଙ୍କ ସହିତ ବିବାହ କରିବା ପରେ ଦେଶୀଗର୍ଲ ପ୍ରିୟଙ୍କା ଚେପ୍ରା ଏବେ ଆମେରିକାରେ ନିକ ଏବଂ ତାଙ୍କ ପରିବାର ସହିତ ଶୀଷ୍ଟମାସ ପାଳନ କରୁଛନ୍ତି । ଏହି ପର୍ବର କିଛି ଫଟୋ ପ୍ରିୟଙ୍କା ନିପଜ ଇଂଷ୍ଟଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଇତି ମଧ୍ୟରେ ପ୍ରିୟଙ୍କା ଏବଂ ନିକଙ୍କ ବିବାହର ଅନୋଖା ଫଟୋ ଏବେ ସାମ୍ନାକୁ ଆସିଛି । ଫଟୋରେ ଦୁହେଁ ପ୍ରସିଦ୍ଧ କାର୍ଟୁନ ‘ଦ ସିମ୍ପସନ୍ସ’ ଅବତାରରେ ନଜର ଆସିଛନ୍ତି । ଏଥିସହିତ ପ୍ରିୟଙ୍କାୀ ଏବଂ ନିକ ନିଜର ହାସ୍ୟ ଚିତ୍ର ସହିତ ‘ଦ ସିମ୍ପସନ୍ସ’ ପରିବାରର ସଦସ୍ୟ ହୋଇଛନ୍ତି । ମଙ୍ଗଳବାର ପ୍ରିୟଙ୍କା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ନିଜର କାର୍ଟୁନ ଫଟୋକୁ ସେୟାର କରିଥିଲେ ।

 

View this post on Instagram

 

❤️ #simpsons

A post shared by Priyanka Chopra Jonas (@priyankachopra) on

ପ୍ରିୟଙ୍କା ଏବଂ ନିକଙ୍କ ପ୍ରଶଂସକ ଟାଙ୍କର ଏହି ଫଟୋକୁ ଖୁବ ପସନ୍ଦ କରିଛନ୍ତି । ଗୋଟିଏ ଫଟୋରେ ଦୁହେଁ ପାରମ୍ପରିକ ପୋଷାକ ସହିତ ନଜର ଆସିଥିବା ବେଳେ ଆଉ ଏକ ଫଟୋରେ ଖ୍ରୀଷ୍ଟିଆନ ବିବାହ ଲୁକ ଗାଉନ ଏବଂ କୋଟରେ ନଜର ଆସିଛନ୍ତି ।

 

View this post on Instagram

 

Love #simpsons

A post shared by Priyanka Chopra Jonas (@priyankachopra) on

କହିରଖୁଛୁ ଯେ, ପ୍ରିୟଙ୍କା ଏବଂ ନିକ ୧ ଏବଂ ୨ ଡିସେମ୍ବରରେ ଯୋଧପୁରର ଉମ୍ମେଦ ଭବନ ପ୍ୟାଲେସରେ ବିବାହ କରିଥିଲେ । ଏହାପରେ ଦୁହେଁ ଦିଲ୍ଲୀ ଏବଂ ମୁମ୍ବାଇ ରେ ରିସେପ୍ସନ ପାର୍ଟି ରଖିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More