Only for Entertainment

ବ୍ରାଇଡାଲ ସାୱର ଓ ବ୍ୟାଚଲର ପାର୍ଟି ପରେ ପ୍ରିୟଙ୍କା ଗର୍ଲସ ଗ୍ୟାଙ୍ଗ ସହିତ କଲେ ପାଇଜାମା ପାର୍ଟି, ଦେଖନ୍ତୁ ଫଟୋ ।

Zee News
19

ପ୍ରିୟଙ୍କା ଚୋପ୍ରାଙ୍କ ବିବାହ ତାରିଖ ପାଖେଇ ଆସୁଥିବା ବେଳେ ଏବେ ସେ ବିଭିନ୍ନ ପାର୍ଟିରେ ସସ୍ତି କରିଥିବାର ନଜର ଆସୁଛନ୍ତି । ଏପରି ଲାଗୁଛିଯେ ପ୍ରିୟଙ୍କା ପ୍ରି-ୱେଡିଂ ପାର୍ଟି ଏବେ ଥମିବାର ନାହିଁ । ପ୍ରିୟଙ୍କା ଏବଂ ନିକଙ୍କ ବିବାହକୁ ଆଉ ଅଳ୍ପ ଦିନ ହିଁ ବାକି ଅଛି । ଦୁହେଁ ଡିସେମ୍ବର ୨ରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଦୁହେଁ ଯୋଧପୁରର ଉମ୍ମେଦ ଭବନରେ ବିବାହ କରିବେ ।

ପ୍ରିୟଙ୍କା ଏବଂ ନିକଙ୍କ ପରିବାର ଏବେ ବିବାହ ସପିଂରେ ବ୍ୟସ୍ତ ଥିବା ବେଳେ ପ୍ରିୟଙ୍କା ଏବେ ନିଜ ବାନ୍ଧବୀ ଏବଂ କଜନଙ୍କ ସହିତ ପ୍ରି-ୱେଡିଂ ପାର୍ଟିରେ ବ୍ୟସ୍ତ ଅଛନ୍ତି । ନ୍ୟୁୟର୍କରେ ବ୍ରାଇଡାଲ ସାୱର ଏବଂ ବ୍ୟାଚଲର ପାର୍ଟିର ଫଟୋ ଇଣ୍ଟରନେଟରେ ଭାଇରାଲ ହେବା ପରେ ଏବେ ପ୍ରିୟଙ୍କାଙ୍କ ପାଇଜାମା ପାର୍ଟିର ଫଟୋ ସୋସିଆଲ ମିଡିଆରେ ଛାଇ ରହିଛି ।

 

 

View this post on Instagram

 

Payjamas are cool.. #bridesquad #payjamasandheels ? @tam2cul @srishtibehlarya @daniellejonas @mubinarattonsey you were missed

A post shared by Priyanka Chopra (@priyankachopra) on

ଏହି ପାର୍ଟିରେ ପ୍ରିୟଙ୍କାଙ୍କ ଗର୍ଲସ ଗ୍ୟାଙ୍ଗଙ୍କୁ ପିଙ୍କ ପାଇଜାମାରେ ଦେଖିବାକୁ ମିଳିଛି । ଏହି ପାର୍ଟିରେ ଣୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଏବଂ ତାଙ୍କ ଭଉଣୀ ପରିଣୀତିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More