Only for Entertainment

୫ବର୍ଷ ବୟସରୁ ହିଁ ପିଗିଚପ୍ସ ଏହି ରୋଗରେ ପୀଡିତ, ଟ୍ୱିଟରରେ ନିଜେ କଲେ ଏହାର ଖୁଲାସା !

News18
0 89

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ୫ବର୍ଷ ବୟସରୁ ଏକ ରୋଗରେ ପୀଡିତ ଅଛନ୍ତି ।ଏହି କଥାର ଖୁଲାସା ଅଭିନେତ୍ରୀ ନିଜେ ଟ୍ୱିଟରରେ ଶେୟାର କରିଛନ୍ତି । ସେ କହିଛନ୍ତି ସେ ଆଯ୍ମା ରୋଗରେ ପୀଡିତ ଅଛନ୍ତି ଏବଂ ଏହାକୁ ଲୁଚାଇବାର କୌଣସି କାରଣ ନାହିଁ । ପ୍ରିୟଙ୍କା ନିଜ ଟ୍ୱିଟର ଅକାଉଂଟରେ ଏହା ଶେୟାର କରି ସେହି ରୋଗ ବିଷୟରେ ସେ ସଚେତନ କରାଇଛନ୍ତି । ଭିଡିଓରେ ପ୍ରିୟଙ୍କା ଫ୍ୟାନ୍ସ ମାନଙ୍କୁ ଇମୋସନାଲ ମେସେଜ ମଧ୍ୟ ଦେଇଛନ୍ତି ।

ପ୍ରିୟଙ୍କା ଟ୍ୱିଟରେ ଲେଖିଛନ୍ତି ଯେ ଯେଉଁ ଲୋକମାନେ ତାଙ୍କୁ ଜାଣନ୍ତି, ସେମାନେ ତାଙ୍କ ରୋଗ ବିଷୟରେ ମଧ୍ୟ ଜାଣନ୍ତି । ଏହାକୁ ଲୁଚାଇବା କିଛି ଆବଶ୍ୟକତା ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More