Only for Entertainment

ବ୍ଲାକ କ୍ରପ ଟପରେ ନଜର ଆସିଲେ ପ୍ରିୟଙ୍କା ଚୋପ୍ରା, ଅଲ ବ୍ଲାକ ଲୁକରେ ନଜର ଆସିଲା ଷ୍ଟାଇଲିସ ଅନ୍ଦାଜ ।

bollywood tadka
33

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଡ୍ରେସିଙ୍ଗ ସେନ୍ସ ଏବଂ ଫ୍ୟାଶନକୁ ନେଇ ଖୁବ ଚର୍ଚ୍ଚାରେ ରହିଥାନ୍ତି । ହଲିଉଡରେ ପାଦ ରଖିବା ପରଠାରୁ ତାଙ୍କ ଡ୍ରେସିଂ ସେନ୍ସ ସଂପୂର୍ଣ୍ଣ ଭାବରେ ପଦଳି ଯାଇଛି । ଯଦି ଆଉଟଫିଟ କଥା ଆଲୋଚନା କରିବା ତେବେ ପ୍ରିୟଙ୍କା ଡ୍ରେସ ଉପରେ ଏକ୍ସପେରିମେଂଟ କରିବାକୁ ପସନ୍ଦ କରନ୍ତିି । ଦେଶୀ ଗର୍ଲ ପୁଣିଥରେ ତାଙ୍କ ଡ୍ରେସକୁ ନେଇ ସୋସିଆଲ ମିଡିଆରେ ଖେଳି ଯାଇଛନ୍ତି ।

ନିକଟରେ ପ୍ରିୟଙ୍କାଙ୍କୁ କାଲିଫର୍ଣ୍ଣିଆର ବେବର୍ଲି ହିଲ୍ସରେ ସ୍ପଟ କରାଯାଇଥିଲା । ଏଥିରେ ପ୍ରିୟଙ୍କା ଅଲ ବ୍ଲାକ ଲୁକରେ ନଜର ଆସିଛନ୍ତି । ସଂପୂର୍ଣ୍ଣ କଳା ରଙ୍ଗର ଡୈସରେ ଖୁବ ଷ୍ଟାଇଲିସ ଅନ୍ଦାଜରେ ନଜର ଆସିଛନ୍ତି ବିଗି ଚପ୍ସ ।

କହିରଖୁଛୁଯେ କୌଣସି ମିଟିଙ୍ଗରେ ଯୋଗ ଦେବାକୁ ପ୍ରିୟଙ୍କା ସେଠାରେ ପହଂଚିଥିଲେ । ଏବେ ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ଖୁବଶୀଘ୍ର ପ୍ରିୟଙ୍କା ଦ ସ୍କାଇ ଇଜ ପିଙ୍କରେ ନଜର ଆସିବେ ।

ଏଥିରେ ତାଙ୍କ ବ୍ୟତୀତ ଫରହାନ ଅଖତର ଏବଂ ଜାୟରା ବସୀମ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More