Only for Entertainment

କାନ୍ସରେ ପ୍ରିୟଙ୍କାଙ୍କ ଧମାକାଦାର ଏଂଟ୍ରି । ଷ୍ଟ୍ରେପଲେସ ହାଇ ସ୍ଲିଟ ଗାଉନରେ ଦେଖାଗଲା ଷ୍ଟନିଙ୍ଗ ଲୁକ ।

bollywood tadka
41

୭୨ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ୧୪ ମଇକୁ ଆରମ୍ଭ ହୋଇଛି । ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ଷ୍ଟାରଙ୍କ ପର୍ଯ୍ୟନ୍ତ ରେଡ କାର୍ପେଟରେ ଜଲୱା ଦେଖାଇବା ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ଏହି ଫେଷ୍ଟିଭାଲରେ ଭାରତ ତଣଫରୁ ପ୍ରଥମେ ହୀନା ଖାନ ଉପସ୍ଥାପନା କଲେ । ଗୁରୁବାରକୁ ଦୀପିକା ପାଦୁକୋନ, କଙ୍ଗନା ରନୌତ, ପ୍ରିୟଙ୍କା ଚୋପ୍ରା ରେଡ କାର୍ପେଟରେ ନଜର ଆସିଲେ ।

ପ୍ରସିଦ୍ଧ ଇଭେଂଟରେ ଦେଶୀ ଗର୍ଲ ରୋର୍ବେଟା କାଭାଲିର ସୁନ୍ଦର ଗାଉନରେ ନଜର ଆସିଛନ୍ତି । ପ୍ରିୟଙ୍କା ଏଠାରେ ଫିଲ୍ମ ରକେଟମ୍ୟାନର ଖାସ ସ୍କ୍ରିନିଂରେ ପହଂଚିଥିଲେ ।

ଫଟୋରେ ପ୍ରିୟଙ୍କାଙ୍କ କିଲର ଲୁକ ସ୍ପଷ୍ଟ ନଜର ଆସିଛି । ତେବେ ପ୍ରିୟଙ୍କାଙ୍କ ଏହି ଫଟୋ ସୋସିଆଲ ସାଇଟରେ ଖୁବ ଭାଇରାଲ ହେଉଛି । ଫ୍ୟାନ୍ସ ଏହି ଫଟୋକୁ ଖୁବ ପସନ୍ଦ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More