Only for Entertainment

ବୟଫ୍ରେଣ୍ଡ ନିକଙ୍କୁ ଛାଡି କାହା ସହିତ ସମୟ ବିତାଉଛନ୍ତି ପ୍ରିୟଙ୍କା, ଫଟୋ ହେଉଛି ଭାଇରାଲ ।

YouTube
0 41

ବଲିଉଡ ଏବଂ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ବୟଫ୍ରେଣ୍ଡ ନିକ ଜେନସଙ୍କୁ ନେଇ ଏବେ ଢେର ଚର୍ଚ୍ଚା । ପ୍ରିୟଙ୍କା ଏବେ ନିକ ଜୋନସଙ୍କ ସହିତ ନ୍ୟୁୟର୍କରେ ସମୟ ବିତାଉଛନ୍ତି । ନିକଟରେ ପ୍ରିୟଙ୍କାଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ପ୍ରିୟଙ୍କା ସଲମାନଙ୍କ ଭଣଜା ଆହିଲଙ୍କ ସହିତ ନଜର ଆସିଛନ୍ତି ।

ahil

ଖବର ଅନୁସାରେ ସଲମାନଙ୍କ ଭଉଣୀ ଅର୍ପିତା ଖାନ ଏବଂ ତାଙ୍କ ପୁଅ ଆହିଲ ଶର୍ମା ମଧ୍ୟ ନ୍ୟୁୟର୍କରେ ଅଛନ୍ତି । ଏବଂ ସେଠାକାର ଏକ ରେସ୍ତୋରାଁରେ ସେ ପ୍ରିୟଙ୍କାଙ୍କ ସହିତ ଦେଖା କରିଥିଲେ । ରେସ୍ତୋରାଁରୁ ବାହାରିବା ସମୟରେ ପ୍ରିୟଙ୍କା ଆହିଲଙ୍କ ହାତ ଧରି ଆସୁଥିବାର ନଜର ଆସିଥିଲେ ।

priyanka

ପ୍ରିୟଙ୍କା ଏବଂ ନିକଙ୍କ ଫଟୋକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ଫଟୋ ସହିତ ତାଙ୍କର ଏକ ଭିଡିଓ ମଧ୍ୟ ଖୁବ ଭାଇରାଲ ହେବାରେ ଲାଗିଛି ।


ଫିଲ୍ମ ବିଷୟରେ କହିବାକୁ ଗଲେ ପ୍ରିୟଙ୍କା ଖୁବ ଶୀଘ୍ର ସଲମାନ ଖାନଙ୍କ ସହିତ ଅଲୀ ଅବାସା ଜଫରଙ୍କ ଫିଲ୍ମ ‘ଭାରତ’ରେ ନଜର ଆସିବେ । ଫିଲ୍ମରେ ସଲମାନଙ୍କ ପ୍ରିୟଙ୍କାଙ୍କ ବ୍ୟତିତ ଦିଶା ପଟ୍ଟାନୀ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More