Only for Entertainment

ୱାଇନ ପିଇ ସୁଟିଂ କରିବା ପ୍ରିୟଙ୍କାଙ୍କୁ ପଡିଲା ମହଙ୍ଗା, ଆଣ୍ଠୁରେ ଲାଗିଲା ଆଘାତ

Hollywood Reporter
0 56

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ‘କ୍ୱାଣ୍ଟିକୋ’ର ସୁଟିଂ ବେଳେ ଆଘାତ ହୋଇଛନ୍ତି । ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି । ପ୍ରିୟଙ୍କା ଟୁଇଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି । ସେ ଟୁଇଟ କରି କହିଛନ୍ତି ଯେ, ‘ସୁଟିଂ ସମୟରେ ମୋ ଆଣ୍ଠୁରେ ଆଘାତ ଲାଗିଛି । ମୋ ସହିତ ଜଣ ଫିଜିଓଲୋଜିଷ୍ଟ ମଧ୍ୟ ସେଟରେ ଅଛନ୍ତି । ୩ ସପ୍ତାହ ମଧ୍ୟରେ ଏହା ଠିକ ହୋଇଯିବ ।’


ଖବର ଅନୁସାରେ ଇଟାଲୀରେ ସୁଟିଂ କରିବା ସମୟରେ ସେ କ୍ରିଉ ମେମ୍ବରଙ୍କ ସହିତ ଟସ୍କନ ୱାଇନ ପିଇଥିଲେ । କ୍ରିଉ ମେମ୍ବରରେ ସେ ଏକ ମାତ୍ର ଅଭିନେତ୍ରୀ ଥିବାରୁ ସେମାନଙ୍କ ସହିତ ବୁଲିବା ପାଇଁ ବାହାରକୁ ଯାଇଥିଲେ । ଏବଂ ସେଠାରେ ସେ ଡ୍ରିଙ୍କସ ମଧ୍ୟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More