Only for Entertainment

ସାତ ଦରିଆ ପାରି ହୋଇ ପରିବାର ସହ ଭାରତ ପହଂଚିଲେ ନିକ !

bollywood life
0 72

ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସଙ୍କ ଯୋଡିକୁ ଲଗାତାର ଚର୍ଚ୍ଚା ଜାରି ରହିଛି । କିଛି ଦିନ ପୂର୍ବେ ପ୍ରିୟଙ୍କା ନିକ ଜୋନସଙ୍କୁ ନେଇ ଭାରତ ଆସିଥିଲେ ଏବଂ ଏହାପରେ ସେ ତାଙ୍କ ପରିବାର ସହ ଗୋଆରେ ଛୁଟି ମନାଇଥିଲେ । ତେବେ ଏହାପରେ ଯେତେବେଳେ ପ୍ରିୟଙ୍କା ଭାରତ ଫିଲ୍ମ ଛାଡିଲେ ଚର୍ଚ୍ଚା ହେବାରେ ଲାଗିଥିଲା ଯେ ପ୍ରିୟଙ୍କା ନିକଙ୍କ ସହ ବିବାହ କରିବା ଲାଗି ଏହି ଫିଲ୍ମରେ ଅଭିନୟ କରିବାକୁ ସ୍ୱୀକୃତି ଦେଲେ ନାହିଁ । କିଛି ଘଂଟା ପୂର୍ବରୁ ଖବର ଆସିଥିଲା ଯେ ନିକଙ୍କ ପରିବାର ସହ ପ୍ରିୟଙ୍କା ଭାରତ ଆସିବେ ।


ମାତ୍ର ଏଠାରେ ଆମେ କହି ରଖୁଛୁ ଯେ ଭାରତରେ ପ୍ରିୟଙ୍କାଙ୍କ ପରିବାର ସହ ଭେଟ କରାଇବା ପାଇଁ ନିକ ନିଜ ପରିବାର ସହ ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଥିଲେ ।


ଏଠାରେ କହି ରଖୁଛୁ ଯେ ପ୍ରିୟଙ୍କା ନିଜ ନିର୍ବନ୍ଧ ପାର୍ଟି ଦେବାକୁ ଯାଉଛନ୍ତି ଏବଂ ଏହି ପାର୍ଟିରେ ଅନେକ ବଲିଉଡ କଳାକାର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More