Only for Entertainment

ସାମ୍ନାକୁ ଆସିଲା ପ୍ରିୟଙ୍କା ଚୋପ୍ରାଙ୍କ ନ୍ୟୁୟର୍କ ଆପାର୍ଟମେଂଟ ଭିତରର ଫଟୋ ।

pinkvilla
20

ପ୍ରିୟଙ୍କା ଚୋପ୍ରା ଏଭଳି ଜଣେ ଅଭିନେତ୍ରୀ ଯିଏ ନିଜ ମିଶନକୁ ପୂରା କରିଛନ୍ତି ଏବଂ ଜୀବନକୁ ଏହିଭଳି ବଂଚୁଛନ୍ତି ଯେଉଁଭଳି ଜୀବନ ବଂଚିବାକୁ ସମସ୍ତେ ଚାହାଁନ୍ତି ।ପ୍ରିୟଙ୍କାଙ୍କ ସମ୍ପତ୍ତିରେ ଏବେ ଅନ୍ୟ ଏକ ସମ୍ପତ୍ତି ଯୋଡ଼ି ହୋଇ ଯାଇଛି,ତାହା ହେଉଛି ତାଙ୍କ ନ୍ୟୁୟର୍କ ଆପାର୍ଟମେଂଟ ।

 

ଏହି ମିସ ୱାର୍ଲଡ ଦୃଢ ଇଛା ଶକ୍ତିର ସହିତ ଆଗକୁ ବଢିଛନ୍ତି । ସେ ଖୁବ ଅତ୍ମବିଶ୍ୱାସୀ ।ବଲିଉଡରେ ଏଭଳି ଜଣେ ନାୟିକା ନାହାଁନ୍ତି ଯିଏ ପ୍ରିୟଙ୍କାଙ୍କ ଭଳି ହୋଇ ପାରିଛନ୍ତି । ସଫଳତାକୁ ପାଇବା ପାଇଁ କଠିନ ପରିଶ୍ରମ କରନ୍ତି ପ୍ରିୟଙ୍କା । ପ୍ରତ୍ୟେକ ନେଗେଟିଭକୁ ସେ ପଜିଟିଭରେ ପରିଣତ କରିଛନ୍ତି ।ବିନମ୍ରତାର ସହିତ ହାତ ଯୋଡ଼ି ଯେତେବେଳେ ସେ ନମସ୍କାର କରନ୍ତି ସମସ୍ତଙ୍କ ମୁହଁରେ ଏକ ମଧୁର ହସ ଆସିଯାଏ ।କାରଣ ତାଙ୍କର ପ୍ରତ୍ୟେକଟି ବକ୍ତୃକ୍ତା ହୃଦୟସ୍ପର୍ଶୀ ଏବଂ ଗ୍ରହଣୀୟ ।

 

ନିକଟରେ ସାମ୍ନାକୁ ଆସିଛି ତାଙ୍କ ଘର ମଧ୍ୟର କିଛି ଫଟୋ । ଯାହାକୁ ଆମେ ଆପଣଙ୍କ ସହିତ ଶେୟାର କରିବାକୁ ଚାହିଁବୁ । ଆସନ୍ତୁ ନଜର ପକାଇବା ପ୍ରିୟଙ୍କା ନ୍ୟୁୟର୍କ ଘରର କିଛି ଫଟୋ ଉପରେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More