Only for Entertainment

ନିଶରେ ନଜର ଆସିଲେ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱପ୍ନର ରାଜକୁମାର, ଭାଇରାଲ ହେଲା ଫଟୋ !

Hindustan Times
0 48

ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ଭାବି ସ୍ୱାମୀ ନିକ ଜୋନସ ଏବେ ଖୁବ ଚର୍ଚ୍ଚର୍ାରେ ରହି ଆସୁଥିବା ବେଳେ ଦୁହିଁଙ୍କ ଅନେକ ଫଟୋ ମଧ୍ୟ ଭାଇରାଲ ହେଉଛି । ନିକଟରେ ନିକଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା ଯେଉଁତିରେ ନିକ ଖୁବ ହ୍ୟାଣ୍ଡସମ ଏବଂ ଡ୍ୟାସିଂ ଦିଶୁଛନ୍ତି । କିନ୍ତୁ ଫଟୋର ଅତି ମାତ୍ରାରେ ଆକର୍ଶଣୀୟ ହେବା କାରଣ ତାଙ୍କ ନିଶ ଅଟେ । ପ୍ରିୟଙ୍କାଙ୍କ ସହ କାରରୁ ବାହାରିଲା ବେଳେ ଆପଣ ତାଙ୍କର ଏହି ମେକଓଭର ଦେଖିଲେ ଆଶ୍ଚର୍ଯ୍ୟ ହୋଇ ରହିଯିବେ । ଏହିକାରଣରୁ ନିକଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ତେହେଲକା ମଚାଇଛି ।

ଏଠାରେ ଆମେ କହି ରଖୁଛୁ ଯେ ପ୍ରିୟଙ୍କା ଏବଂ ନିକ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଫିଲହାଲରେ ପ୍ରିୟଙ୍କା ଭାରତ ଫିଲ୍ମ ଅଫର ମନା କରିଦେଇଥିଲେ, କିନ୍ତୁ ସେ ଏବେ ସ୍କାଇ ଇଜ ପିଙ୍କ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More