Only for Entertainment

ପ୍ରିୟଙ୍କା ନିକଙ୍କ ନିର୍ବନ୍ଧରେ ଭଂସାଲୀଙ୍କ ଠାରୁ ଅମ୍ବାନୀଙ୍କ ପର୍ଯ୍ୟନ୍ତ ସମସ୍ତେ ପହଂଚିଲେ ।

aajtak
0 32

ପ୍ରିୟଙ୍କା ଏବଂ ନିକଙ୍କ ନିର୍ବନ୍ଧ ଗତ କାଲି ଶନିବାର ଦିନ ହୋଇ ସାରିଛି । ସଂଧ୍ୟା ସମୟରେ ପୋଷ୍ଟ ଏନଗେଜମେଂଟ ପାର୍ଟି ରଖା ଯାଇଥିଲା । ସେଠାରେ ଫିଲ୍ମ ଇଣ୍ଡଷ୍ଟ୍ରି ଠାରୁ ଆରମ୍ଭ କରି ବଡ଼ ବଡ଼ ବିଜନେସମ୍ୟାନ ମଧ୍ୟ ପହଂଚିଥିଲେ । ଆକର୍ଷକ ଅନ୍ଦାଜରେ ନଜର ଆସିଥିଲେ ପ୍ରିୟଙ୍କାଙ୍କ ମା ଡା: ମଧୁ ଚୋପ୍ରା ।

ଦେଶର ପ୍ରମୁଖ ଉଦ୍ୟୋଗପତି ମୁକେଶ ଅମ୍ବାନୀ,ପତ୍ନୀ ନୀତା ଅମ୍ବାନୀ ଏବଂ ଝିଅ ଈଶା ମଧ୍ୟ ପ୍ରିୟଙ୍କାଙ୍କ ନିର୍ବନ୍ଧରେ ପହଂଚିଥିଲେ ।

 

ଆଲିୟା ଭଟ୍ଟ ମଧ୍ୟ ପାର୍ଟିରେ ଯୋଗ ଦେଇଥିଲେ ।

ଫିଲ୍ମ ନିର୍ମାତା ସଂଜୟ ଲୀଲା ଭଂସାଲୀ ମଧ୍ୟ ନଜର ଆସିଥିଲେ ।

ସଲମାନ ଖାନଙ୍କ ଭଉଣୀ ଅର୍ପିତା ମଧ୍ୟ ଯୋଗ ଦେଇଥିଲେ ।

ଅର୍ପିତା ଏବଂ ତାଙ୍କ ପତି ଆୟୁଷ ଅଲଗା ଅଲଗା ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More