Only for Entertainment

ନିକୟଙ୍କା ମୁମ୍ବାଇ ରିସେପ୍ସନ : ଦୀପିକା-ରଣବୀରଙ୍କ ସହିତ ପାର୍ଟିରେ ଖୁବ ଝୁମିଲେ ପ୍ରିୟଙ୍କା, ଦେଖନ୍ତୁ ପାର୍ଟିର ଇନସାଇଡ ଭିଡିଓଜ

Firstpost
31

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଆମେରିକୀୟ ସିଙ୍କର ନିକ ଜୋନସ ବିବାହ କରିବା ପରେ ଗୁରୁବାର ରାତିରେ ବଲିଉଡ ଷ୍ଟାରମାନଙ୍କ ପାଇଁ ରିସେପ୍ସନ ପାର୍ଟି ରଖିଥିଲେ । ନିକୟଙ୍କାଙ୍କ ରିସେପ୍ସନ ପାର୍ଟିରେ ବଲିଉଡର ଅନେକ ସେଲିବ୍ରିଟି ସାମିଲ ହୋଇ ପାର୍ଟିରେ ଚାର ଚାନ୍ଦ ଲଗାଇଥିଲେ । ତେବେ ପାର୍ଟିର କିଛି ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ନ୍ୟୁଲି ୱେଡ କପଲ ଦୀପିକା ଏବଂ ରଣବୀର ଖୁବ ମସ୍ତିଭରା ଅନ୍ଦାଜରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ପ୍ରତିଥର ଭଳି ରଣବୀର ସିଂ ପ୍ରିୟଙ୍କା-ନିକଙ୍କ ବିବାହରେ ବିନ୍ଦାସ ଅନ୍ଦାଜରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି ।

ପାର୍ଟିରେ ଦୀପିକା-ରଣବୀରଙ୍କ ଡ୍ୟାନ୍ସ ଛାଇଥିବା ବେଳେ ଦେଶୀଗର୍ଲ ପ୍ରିୟଙ୍କା ମଧ୍ୟ ତାଙ୍କ ସହିତ ତାଳ ଦେଇ ଖୁବ ଝୁମିଥିଲ । ଦୀପିକା ଏବଂ ପ୍ରିୟଙ୍କା ଫିଲ୍ମ ବାଜିରାଓ ମସ୍ତାନୀର ଗୀତ ପିଙ୍ଗାରେ ଖୁବ ନାଚିଥିବାର ଦେଖିବାକୁ ମିଳିଛି ।

ଦେଖନ୍ତୁ ଭିଡିଓ-

 

View this post on Instagram

 

#ranveersingh #priyankachopra and #nickjonas rock the dance floor at the wedding reception last night @manav.manglani

A post shared by Manav Manglani (@manav.manglani) on

 

View this post on Instagram

 

Priyanka Chopra And Nick Jonas Dance At Their Reception Tonight #video #priyankachopra #nickjonas #instalove @manav.manglani

A post shared by Manav Manglani (@manav.manglani) on

 

View this post on Instagram

 

#ranveersingh takes over the dj console as #deepikapadukone and @sandeepkhosla hit the dance floor.

A post shared by Viral Bhayani (@viralbhayani) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More