Only for Entertainment

ଯୌନ ଉତ୍ପୀଡ଼ନକୁ ନେଇ ଆସିଲା ପ୍ରିୟଙ୍କା ଚୋପ୍ରାଙ୍କ ମନ୍ତବ୍ୟ ।

118

ବଲିଉଡ୍ରେ କିଛି ଦିନ ତଳେ ଚାଲିଥିବା ମି-ଟୁ ଲହଡ଼ି । ନାନା ପାଟେକର୍ ଓ ତନୁଶ୍ରୀ ଦତାଙ୍କ କଂଟ୍ରୋଭର୍ସୀ ପରେ ଅନେକ ଅଭିନେତ୍ରୀ ମି-ଟୁ କୁ ନେଇ ନିଜ ନିଜ ହାରାସ୍ମେଂଟ୍ କାହାଣୀ ସେୟାର୍ କଲେ । ଏହି ତାକିଲାରେ ଏବେ ଆଉ ଜଣେ ନାୟିକା ସାମିଲ୍ ହୋଇଛନ୍ତି । ଆଉ ସେ ହେଲେ ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା ଜୋନସ୍ ।

pc

ପ୍ରିୟଙ୍କା ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ଏହିପରି କିଛି ଅନୁଭୂତି ସେୟାର୍ କରିଛନ୍ତି । ସେ କହିଛନ୍ତି ପ୍ରତ୍ୟେକ ନାରୀ ନିଜ ଜୀବନ ଭିତରେ ଥରେ ନା ଥରେ ନିର୍ଯାତନାର ଶୀକାର ହୋଇଥାନ୍ତି । ଆମେ ମହିଳାମାନେ ପରସ୍ପରର ଶକ୍ତି ହୋଇ ଏଭଳି ନିର୍ଯାତନାକୁ ରୋକିବା ଉଚିତ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More