Only for Entertainment

ରେଡ କାର୍ପେଟରେ ନଜର ଆସିଲା ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଇଂଟରନେସନାଲ ଅନ୍ଦାଜ ।

zeenews
0 38

ବିଶ୍ୱ ଦରବାରରେ ପ୍ରିୟଙ୍କା ଚୋପ୍ରା ଭାରତ ପାଇଁ ଯଶ ଆଣୁଛନ୍ତି । ତାଙ୍କର ଏହି ଅଭିନବ ପ୍ରୟାସ ଆମ ପାଇଁ ଖୁସିର ବିଷୟ । ଭାରତର ନାମକୁ ସେ ଉଂଚା କରିଛନ୍ତି । ପ୍ରିୟଙ୍କା ନ୍ୟୁୟର୍କରେ ମେଟ ଗାଲା ଇଭେଂଟରେ ନିଜର ଜଲୱା ଦେଖାଇ ସାରିଛନ୍ତି । ତାଙ୍କର ଅନ୍ଦାଜ ଏଭଳି ଥିଲା ଯେପରି କେହି ମଧ୍ୟ ଦେଖି ରହିଯିବ । ଅର୍ଥାତ କାହାର ମଧ୍ୟ ନଜର ହଟିବ ନାହିଁ । ସେ ଯେଉଁଭଳି ନଜର ଆସିଥିଲେ ତାଙ୍କର ଖୁବ ପ୍ରଶଂସା ହେଉଥିଲା । ଏହାକୁ ନେଇ ଇଂଟରନେଟରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଏଥର ମଧ୍ୟ ସେ ଫ୍ୟାଶନ ଡିଜାଇନର ସଲ୍ଫ ନରେନଙ୍କ ଭେଲଭେଟ ଗାଉନରେ ନଜର ଆସିଥିଲେ ।


ଏହି ଇଭେଂଟ ପ୍ରିୟଙ୍କାଙ୍କର ତୃତୀୟ ବର୍ଷ । ତାଙ୍କ ବ୍ୟତୀତ ଦୀପିକା ପାଦୁକୋନ ମଧ୍ୟ ନଜର ଆସିଥିଲେ ।
ଏହି ମିଟ ଗାଲା ଫଣ୍ଡ ଏକାଠି କରିବା ପାଇଁ ଏକ ଇଭେଂଟ । ଏହା ପ୍ରତିବର୍ଷ ନ୍ୟୁୟର୍କରେ ଆୟୋଜିତ ହେଉଛି । ଏଠାରେ ଦୁନିଆର ସମସ୍ତ ପ୍ରସିଦ୍ଧ ସେଲିବ୍ରେଟୀ ଏକାଠି ହୋଇଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More