Only for Entertainment

ଅଧିକ ଉଚ୍ଚତା ଥିବା ଯୁବତୀଙ୍କୁ ଯୁବକମାନେ ପସନ୍ଦ ନକରିବାର କିଛି ରହସ୍ୟ ।

volgana.com
0 48

ପ୍ରତ୍ୟେକ ଯୁବକଙ୍କର ସ୍ୱପ୍ନ ଯେ ଜୀବନସାଥୀ ରୂପରେ ଗୋଟେ ଭଲ ଝିଅଟିଏ ପାଇବେ । ସେଥିପାଇଁ ସେମାନେ ଜୀବନସାଥୀଟିଏ ବାଛିଲା ବେଳେ ତାର ସମସ୍ତ ଜିନିଷ ପ୍ରତି ଧ୍ୟାନ ଦେଇଥାନ୍ତି । ଯେପରିକି ଉଚ୍ଚତା । ଅନେକ ଯୁବକ ଅଛନ୍ତି ଯେଉଁମାନେ କମ ଉଚ୍ଚତା କିମ୍ବା ସମାନ ଉଚ୍ଚତା ଥିବା ସାଥୀଟିଏ ପସନ୍ଦ କରିଥାନ୍ତି । ସେହି ସ୍ଥାନରେ ଲମ୍ବା ଯୁବତୀ ମାନଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ । ସେମାନଙ୍କ ଭିତରେ ଏମିତି କଣ କମ ଅଛି ଯେଉଁଥିପାଇଁ ପସନ୍ଦ କରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ଏହାର କାରଣ…….

– ଅଧିକ ଉଚ୍ଚତା ଥିବା ଯୁବତୀମାନେ ସ୍ମାର୍ଟ ହୋଇଥାନ୍ତି । ସେଥିପାଇଁ ଯୁବକମାନେ ସେମାନଙ୍କୁ ପସନ୍ଦ କରନ୍ତି ନାହିଁ ।

– ଏହି ଯୁବତୀମାନେ ଖୁବ୍ ଯୁବକମାନଙ୍କୁ ଆକର୍ଷିତ କରଥାନ୍ତି । ଯେତେବେଳେ ଯୁବକମାନେ ଏଭଳି ଯୁବତୀମାନଙ୍କ ସହିତ ବାହାରକୁ ବୁଲିବା ପାଇଁ ଯାଇଥାନ୍ତି । ସେତେବେଳେ ଲୋକମାନଙ୍କର ଧ୍ୟାନ ସେମାନଙ୍କର ଜୀବନସାଥୀ ଉପରେ ପଡିଥାଏ ।

– ଶରୀରରେ ଆଖି ଏଭଳି ଏକ ଅଙ୍ଗ ଯାହା ପ୍ରତ୍ୟେକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ଯାହାଦ୍ୱାରା ଯୁବକମାନେ ଆଖି ମାଧ୍ୟମରେ ଯୁବତୀ ମାନଙ୍କର ସ୍ୱଭାବ ଜାଣିଥାନ୍ତି । କିନ୍ତୁ ଅଧିକ ଉଚ୍ଚତା ଥିବା ଯୁବତୀ ମାନଙ୍କ ସହିତ ଯୁବକ ମାନଙ୍କର ଆଖି ସଂପର୍କ କମ ହୋଇଥାଏ ।

– କଲେଜ ଜୀବନରେ ଯୁବକମାନେ ସର୍ବଦା ନିଜ ବ୍ୟକ୍ତିତ୍ୱକୁ ନେଇ ସତର୍କ ରହିଥାନ୍ତି । ଯେତେବେଳେ ଯୁବକମାନେ ଅଧିକ ଉଚ୍ଚତା ଥିବା ଯୁବତୀଙ୍କ ସହ ଡେଟ୍ କରିଥାନ୍ତି । ସେତେବେଳେ ସାଙ୍ଗସାଥୀ ମାନେ ଅନେକ ମଜାକ୍ ଉଡାଇଥାନ୍ତି ।

– ସର୍ବଦା ଲମ୍ବା ଯୁବତୀ ମାନଙ୍କ ସମ୍ନାରେ ଯୁବକମାନେ ଛୋଟ ଅନୁଭବ କରିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More