Only for Entertainment

ଫିଲ୍ମ ‘ହେରା ଫେରି’ ପ୍ରଯୋଜକଙ୍କୁ ତିନି ମାସ ଜେଲ, ଜାଣନ୍ତୁ ପୂରା ଘଟଣା ।

bollywood tadka
60

ବଲିଉଡ ଫିଲ୍ମର ପ୍ରଯୋଜକ ଫିରୋଜ ନାଡିୟାଡବାଲାଙ୍କୁ ତିନି ମାସର ଜେଲ ଦଣ୍ଡ ହୋଇଛି । ଫିରୋଜଙ୍କ ଏହି ଦଣ୍ଡ ମିଳିବାର କାରଣ ହେଉଛି ଟିଡିଏସ ଦେବାରେ ବିଳମ୍ବ କରିବା । ଏହି ଘଟଣା ୨୦୦୯-୧୦ର ବୋଲି କୁହାଯାଇଛି ।

ଖବର ଅନୁସାରେ ୨୦୧୪ରେ ଜଣେ ଇନକମ ଟ୍ୟାକ୍ସ ଅଫିସର ଫିରୋଜଙ୍କ ଉପରେ ୨୦୦୯-୧୦ ଫାଇନାସିୟାଲ ଇୟରରେ ୮ ଲକ୍ଷ ୫୬ ହଜାର ଟଙ୍କାର ଟିଡିଏସ ନ ଦେଇଥିବା ଘଟଣାରେ ମାମଲା ରୁଜୁ ହୋଇଥିଲା । ତେବେ ମୁଖ୍ୟ ମେଟ୍ରୋପଲିଟନ ମାଜିଷ୍ଟ୍ରେଟ ଏବଂ ଆର ଏସ ସରକଲ ଫିରୋଜଙ୍କୁ ଦୋଷୀ ଭାବରେ ସାବ୍ୟସ୍ତ କଲା । ତେଣୁ ଟିଡିଏସ ଦେବାରେ ବିଳମ୍ବ କରିଥିବାରୁ ତାଙ୍କୁ ତିନି ମାସର ଜେଲ ଦଣ୍ଡ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More