Only for Entertainment

ପାରାଲିସିସରୁ ହଠାତ ବଂଚିବା ପାଇଁ କରନ୍ତୁ ଏହି ଘରୋଇ ଉପଚାର

phoenixnewtimes
0 38

ରୋଗ ହେବା ପୂର୍ବରୁ ତାହାର ନିରାକରଣ କରିବା ନିହାତି ଦରକାର । ନଚେତ ଧୀରେ ଧୀରେ ସେହି ରୋଗ ଏକ ମାରାତ୍ମକ ରୋଗରେ ପରିଣତ ହୋଇଥାଏ । ସେଥିପାଇଁ କୁହାଯାଏ ଅସୁବିଧା ହେବା ପୂର୍ବରୁ ଉପାୟ ପାଂଚିବା ସବୁଠାରୁ ବୁଦ୍ଧିମାନର କାମ । ବୟସ ବଢିବା ସହିତ ରୋଗ ବ୍ୟାଧି ମଧ୍ୟ ବଢିଯାଏ । ଅଙ୍ଗ ପ୍ରତ୍ୟଙ୍ଗର କାର୍ଯ୍ୟ କରିବା କ୍ଷମତା କମିଯାଏ । ଆଉ କେବେ କେବେ ପାରାଲିସିସ ମଧ୍ୟ ହୋଇଯାଏ । ଏହି ରୋଗ ପ୍ରାୟ ୫୦ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତି ମାନଙ୍କୁ ହୋଇଥାଏ । କିନ୍ତୁ କେବେ କେବେ କମ ବୟସର ପିଲାମାନଙ୍କୁ ମଧ୍ୟ ଏହି ରୋଗ ହୋଇଥାଏ । ଶରୀରର କୌଣସି ସ୍ଥାନରେ ରକ୍ତ ଜମିଯିବାରୁ କୋଶିକା ଏବଂ ମସ୍ତିଷ୍କର ରକ୍ତପ୍ରବାହ ବନ୍ଦ ହୋଇଯାଏ । ଯେଉଁ କାରଣରୁ ଏହି ସମସ୍ୟା ହୋଇଥାଏ । ଏହା ଦ୍ୱାରା ଶରୀରର ସେହି ଅଙ୍ଗ ଅକାମୀ ହୋଇଯାଏ । କିନ୍ତୁ ସମୟ ପୂର୍ବରୁ ଯଦି ତାହାର ଚିକିତ୍ସା କରାଯାଏ, ତେବେ ଏଥିରୁ ମୁକ୍ତି ମିଳିପାରିବ ।

ପାରାଲିସିସ ହେବା ସଙ୍ଗେ ସଙ୍ଗେ ରୋଗୀକୁ ତୁରନ୍ତ ୧୦୦ ମିଲି ତୈଳକୁ ଗରମ କରି ଖାଇବାକୁ ଦିଅନ୍ତୁ ଏବଂ ଏହାପରେ ୫ରୁ୬ କୋଲା ରସୁଣ ଖାଇବାକୁ ଦିଅନ୍ତୁ । ଏହାପରେ ପିଡ଼ିତ ଅଙ୍ଗକୁ ତୈଳରେ ଗୋଲମରିଚ ପକାଇ ମାଲିସ କରନ୍ତୁ ।

ଅନ୍ୟ ଏକ ଉପାୟ ହେଉଛି ପାରାଲିସିସ ହେବା ସଙ୍ଗେ ସଙ୍ଗେ ରୋଗୀକୁ ମହୁ ଏବଂ ରସୁଣ ଖାଇବାକୁ ଦିଅନ୍ତୁ । ଏହା କରିବା ଦ୍ୱାରା ପ୍ରଭାବିତ ଅଙ୍ଗ ସୁସ୍ଥ ହୋଇଥାଏ । ତେବେ ପାରାଲିସିସ ହେବାର କିଛି ଦିନ ପର୍ଯ୍ୟନ୍ତ ରୋଗୀକୁ ଏହା ନିୟମିତ ଖାଇବାକୁ ଦିଅନ୍ତୁ ।
ଏହି ସବୁ ଉପାୟ କରିବା ଦ୍ୱାରା ସମସ୍ତ ଏହି ରୋଗରୁ ଉପଶମ ମିଳିଥାଏ । ତେଣୁ ହଠାତ ଏହା ହେବା ମାତ୍ରେ ଏହିଭଳି ନିରାକରଣ କରାଗଲେ ରୋଗ ସଂପୂର୍ଣ୍ଣ ଭଲ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More