Only for Entertainment

ବଡି ବିଲଡିଂ କରିବାକୁ ଚାହୁଁଛନ୍ତି କି ? ଖାଆନ୍ତୁ ଏହି ଖାଦ୍ୟ

rocksolidfitness
0 88

ସମସ୍ତେ ଚାହାଁନ୍ତି ନିଜର ସ୍ୱାସ୍ଥ୍ୟ ଓ ଶରୀରକୁ ସୁନ୍ଦର ରଖିବାକୁ । ଆଉ ଏଥିପାଇଁ ଆପଣେଇଥାନ୍ତି ଅନେକ କିଛି ଉପାୟ । କେତେକ ଜିମ୍ ଯାଆନ୍ତି । ଜିମର ଟ୍ରେନର ଯେତେବେଳେ ଶରୀରର ପ୍ରୋଟିନ ବଢାଇବାକୁ କୁହନ୍ତି , ଅନେକ ଅଣ୍ଡା କିମ୍ବା ପ୍ରୋଟିନ ପାଉଡର ଖାଆନ୍ତି । କିନ୍ତୁ ଏବେ ଆପଣକୁ ଏମିତି ଏକ ଖାଦ୍ୟ ବିଷୟରେ କହିବୁ ଯାହା ଆପଣଙ୍କୁ ଶରୀରର ପ୍ରୋଟିନ ବଢାଇବାରେ ସାହାଯ୍ୟ କରିବ । ଆପଣ ଆଉ ଅଣ୍ଡା କି ବଜାରରେ ବିକ୍ରି ପ୍ରୋଟିନ ପାଉଡରରେ କାମ ଚଳେଇବେନି ।

ଛତୁ ହେଉଛି ଏମିତି ଏକ ଖାଦ୍ୟ ,ଯାହା ଶରୀରକୁ ଖୁବ୍ ପ୍ରୋଟିନ ଦେଇଥାଏ । ଏହା ଖୁବ୍ ସୁସ୍ୱାଦୁ ସହ ଶରୀର ପାଇଁ ଉପଯୋଗୀ ମଧ୍ୟ । ଏହା ଶାକାହାରୀ ଲୋକଙ୍କ ପାଇଁ ଖୁବ୍ ଲାଭଦାୟକ । ୬ଟି ଅଣ୍ଡାରେ ଯେତିକି ପ୍ରୋଟିନ୍ ଥାଏ ,୧୦୦ଗ୍ରାମ୍ ଛତୁରେ ସେତିକି ପ୍ରୋଟିନ ମିଳିଥାଏ । ଏହା ପ୍ରୋଟେଷ୍ଟ ଓ ବ୍ରେଷ୍ଟ କ୍ୟାନସରରୁ ସୁରକ୍ଷା ଦେଇଥାଏ । ଛତୁ ସେହିସବୁ ଜିନିଷ ଦେଇଥାଏ ,ଯାହା ଜଣେ ମଧୁମେହ ରୋଗୀ ପାଇଁ ଦରକାର ।

 ଏହାଛଡା ଆପଣ ଯଦି ଜିମ୍ ଯାଉଛନ୍ତି ତ ଅତିଶୀଘ୍ର ଛତୁକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ । ଆଉ ଶରୀରରେ ପୋଟ୍ରିନର ମାତ୍ରା ବଢାନ୍ତୁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More