Only for Entertainment

ପୁଣିଥରେ ୯୦ଦଶକର ଗୀତ ଯୁବପିଢୀଙ୍କୁ କରିବ ମତୁଆଲା, ରିକ୍ରିଏଟ ହେବାକୁ ଯାଉଛି ପୁଚୁକିଗାଲୀ’ର ଡାନ୍ସ ଭର୍ସନ !

277

ଶୈଳେନ୍ଦ୍ର “”ତୋ ଘର ବାଟ ଦେଇ “” ଗୀତରେ ତାଙ୍କର ଡ୍ୟାନ୍ସ୍ ଓ ଏକ୍ସପ୍ରେସନ୍ ସମସ୍ତଙ୍କୁ ପସନ୍ଦ ଆସିଥିଲା । @mkmukesh99 ଙ୍କ ଟିମ୍ ଓ ଶୈଳେନ୍ଦ୍ର ଙ୍କ ଟିମ୍ ଆପଣ ମାନଙ୍କ ପାଇଁ ଏବେ ନେଇ ଆସୁଛନ୍ତି ପୁଚୁକିଗାଲି ଡ୍ୟାନସ୍ ଭର୍ସନ ।

 

View this post on Instagram

 

This Dussehra mk Mukesh @mkmukesh99 team & sailendra @sailendra_77 team coming with a BANG!!! to make your festival more special…. Presenting a snippet of re-created version of evergreen ollywood blockbuster odia song “Puchuki Gali ” from the movie Suna Panjuri by Siddhant Mohapatra and Indira Krishnan The dancing master Sailendra moves and and innocent beauty of Subhashree will make your Dussehra Bigger, Better and Grand.. Watch the teaser on #mkMukesh YouTube channel & to watch full music video subscribe mkmukesh99 YouTube channel & link available on @mkmukesh99 bio.. If you like the teaser plz share the teaser link & cmnts plz 🙏 Cc All the best guys !! @sam_n_bran @Pradyush_muduli @debabrat_swain @m.u.s.h.a.h.i.d @Upasana_devi_ @moni_gopal @itrickyster @subhashree_sagarika

A post shared by ODIA FILM CRITICS (@odiafilmcritics) on

ତେବେ ପୂର୍ବ ଗୀତ’ତୋ ଘର ବାଟ ଦେଇ’ରେ ଯେପରି ଡାନ୍ସ ଏବଂ ତାଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରିଥିଲେ । ସେହିଭଳି ଏହି ଗୀତ ଦର୍ଶକଙ୍କୁ ଖୁବ ପସନ୍ଦ ଆସିପାରେ । ତେବେ ଏହି ‘ପୁଚୁକି ଗାଲି’ ଗୀତ ବିଷୟରେ କହିବାକୁ ଗଲେ ଏହି ୯୦ଦଶକର ଗୀତରେ କଣ୍ଠଦାନ କରିଥିଲେ ସୋନୁ ନିଗମ । ଯାହା ସୁପର ଡୁପର ହିଟ ହୋଇଥିଲା । ଏବେ ମଧ୍ୟ ଏହାକୁ ଦର୍ଶକ ଖୁବ ପସନ୍ଦ । ତେବେ ଏହି ଗୀତରେ ସିଦ୍ଧାର୍ଥ ମହାପାତ୍ର ଏବଂ ଇନ୍ଦିରା କ୍ରିଷ୍ଣନଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଥିଲା । ଏହା ଫିଲ୍ମ ସୁନା ପଂଜୁରୀର ଜବରଦସ୍ତ ହିଟ ସଙ୍ଗ ହୋଇଥିଲା । ଯାହାକୁ ଆଜି ମଧ୍ୟ ଯୁବାପିଢି ପସନ୍ଦ କରୁଛନ୍ତି । ତେବେ ଗୀତ ଆଗକୁ ସତରେ କ’ଣ କମାଲ ଦେଖାଉଛି ଏବଂ ଏହାର ରିମେକକୁ ଅରିଜିନାଲ ଗୀତ ଭଳି ଗ୍ରହଣ କରୁଛନ୍ତି ନା ନାହିଁ ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More