Only for Entertainment

ପଂଜାବୀ ସଂଗ ‘ଟ୍ରେଡିଂ ନଖରା’ ୟୁଟ୍ୟୁବରେ ମଚାଇଲା ଧମାଲ ।

youtube
0 40

ପଂଜାବୀ ସଙ୍ଗ ନା କେବଳ ବିବାହ, କାର ଏବଂ ଡିସ୍କୋରେ ଧମାଲ ମଚାଏ ବରଂ ୟୁଟ୍ୟୁବରେ ଏହାର ଭ୍ୟୁୟରସିପ କମାଲ ଅଟେ । ପଂଜାବୀ ସିଙ୍ଗର ଅମୃତ ମାନଙ୍କ ସଙ୍ଗ ‘ଟ୍ରେଡିଂ ନଖରା’ ୟୁଟ୍ୟୁବରେ ଖୁବ ଦେଖା ଯାଉଛି । ଅମୃତ ମାନଙ୍କ ଏହି ପଂଜାବୀ ସଙ୍ଗ ୟୁଟ୍ୟୁବରେ ୧୧କୋଟି ପାର ହୋଇ ସାରିଲାଣି ଏବଂ ରୋମାଂଟିକ ସଙ୍ଗ ବାର ବାର ଦେଖାଯାଇ ସାରିଲାଣି । ଯେତେ ରୋମାଂଟିକ ଏହି ଗୀତର ଲିରିକ୍ସ ହୋଇଛି ସେହିଭଳି ସୁନ୍ଦର ହୋଇଛି ଏହାର ଭିଡିଓ । ଗୀତ ଏଭଳି ହୋଇଛି ଯେ ଏହାକୁ ସବୁ ଗ୍ରୁପର ଦର୍ଶକ ପସନ୍ଦ କରିବେ ।

ପଂଜାବୀ ସିଙ୍ଗର ଏବଂ ମଡେଲ ଅମୃତ ମାନଙ୍କ ଜନ୍ମ ୧୪ଅପ୍ରେଲ ୧୯୯୨ରେ ପଂଜାବର ବଠିଣ୍ଡାରେ ହୋଇଥିଲା । ଅମୃତ କେବଳ ସିଙ୍ଗର ନୁହଁନ୍ତି ବରଂ ଭଲ ଲିରିକ୍ସ ମଧ୍ୟ ଲେଖନ୍ତି ।ଅମୃତ ମାନ ନିଜ କ୍ୟାରିଅର ଆରମ୍ଭ ଲିରିସିଷ୍ଟରୁ କରିଥିଲେ । ଅମୃତମାନ ଦିଲଜିତ ଦୋସାଂଝାଙ୍କ ପାଇଁ ‘ଜଟ ଫାୟର କରଦା’ଏବଂ ଏମି ବିର୍କଙ୍କ ପାଇଁ ‘ହାଁ କରେଗୀ’ଗୀତ ସେ ହିଁ ଲେଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More