Only for Entertainment

ରିଲିଜ ହେଲା ‘ତାରିଫା’ଫେମ କରଣ ମେହେତାଙ୍କ ନୁଆ ରୋମାଂଟିକ ର‌୍ୟାପ ସଙ୍ଗ ‘କିସମିସ’ !

49

ଫିଲ୍ମ ‘ବୀରେ ଦି ୱେଡିଂ’ର ‘ତାରିଫା’ର ଜବରଦସ୍ତ ସଫଳତା ପରେ କରଣ ମେହେତାଙ୍କ ନୂଆ ଗୀତ ‘ କିସମିସ’ ରିଲିଜ ହୋଇଯାଇଛି । ସିଙ୍ଗର ଏଶ କିଂ, ମୋମିନା ମୁସ୍ତହସନ ଏବଂ କରଣ ମେହତା ପ୍ରଥମ ଥର ଏକାଠି ଗୀତ କରୁଛନ୍ତି । ଏହି ରୋମାଂଟିକ ଗୀତ କରଣ ମେହେତା ଏବଂ ସିଦ୍ଧାର୍ଥ କୌଶଳ ଲେଖିଛନ୍ତି । ଏହି ଗୀତରେ ବର୍ତିକା ସିଂ ନଜର ଆସିବେ । ଗୀତରେ ଥିବା ବର୍ତିକା ୨୦୧୫ର ଫେମିନା ମିସ ଇଣ୍ଡିଆ ଗ୍ରାଣ୍ଡ ଇଂଟରନ୍ୟାସନାଲ ରହି ଆସିଛନ୍ତି ।

ଏହି ନୂଆ ରୋମାଂଟିକ ଟ୍ରାକକୁ ଟାଇମ୍ସ ମ୍ୟୁଜିକ ୟୁ-ଟ୍ୟୁବ ଚ୍ୟାନେଲରେ ରିଲିଜ କରାଯାଇଛି । ବର୍ତିକା ଏହି ଭିଡିଓରେ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି । କରଣ ଏବଂ ବର୍ତିକା ସିଂ ଙ୍କ ସିଜଲିଂ କେମେଷ୍ଟ୍ରି ମଧ୍ୟ ଦେଖିବାକୁ ଖୁବ ମଜାଦାର ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More