Only for Entertainment

‘ହିରିୟେ’ ଗୀତର ସୁଟିଂରେ ସଲମାନ ଏବଂ ଜ୍ୟାକଲିନଙ୍କ ମସ୍ତି, ଦେଖନ୍ତୁ ମେକିଂ ଭିଡିଓ

Bollywood
0 43

ବଲିଉଡ ଅଭିନେତା ସଲମାନ ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ରେସ-୩’ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । ଏହା ଏକ ମଲ୍ଟିଷ୍ଟାରର ଫିଲ୍ମ ହୋଇଥିଲେ ବି ସଲମାନ ଖାନ ଫିଲ୍ମରେ ଜଡିତ ଥିବାରୁ ଫିଲ୍ମ ଏବେ ଖୁବ ଚର୍ଚ୍ଚାରେ ରହିଛି । କିଛି ଦିନ ପୂର୍ବେ ଫିଲ୍ମର ଟ୍ରେଲର ରିଲିଜ କରାଯାଇଥିଲା ଏବଂ ଏହାର ଦୁଇ ଦିନ ପରେ ଫିଲ୍ମର ପ୍ରଥମ ଗୀତ ‘ହିରିୟେ’ ରିଲିଜ କରାଯାଇଥିଲା । ଗୀତକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି ।

ସେହିପରି ନିକଟରେ ଫିଲ୍ମର ମେକିଂ ଭିଡିଓକୁ ରିଲିଜ କରାଯାଇଛି । ‘ହିରିୟେ୍’ ଗୀତର ଏହି ମେକିଂ ଭିଡିଓରେ ସଲମାନ ଏବଂ ଜ୍ୟାକଲିନ ଗୀତର ସୁଟିଂ କରୁଥିବା ନଜର ଆସିଛନ୍ତି । ଏହା ସହିତ ସେଟରେ ଖୁବ ମସ୍ତି କରୁଥିବା ନିଜର ଆସିଛନ୍ତି । ଏହା ସହିତ ରେମୋ ଡିସୁଜା ସଲମାନ ଏବଂ ଜ୍ୟାକଲିନଙ୍କୁ ଷ୍ଟେପ୍ସ ଶିଖଉଥିବା ନଜର ଆସିଛନ୍ତି । ସଲମାନଙ୍କ ସ୍ୱାଗ ଏବଂ ଜ୍ୟାକଲିନଙ୍କ ପୋଲ ଡ୍ୟାନ୍ସ ଗୀତକୁ ଆହୁରି ସୁନ୍ଦର କରିଛି ।

ଦେଖନ୍ତୁ ଭିଡିଓ…

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More