Only for Entertainment

ସଲମାନଙ୍କ ସାମ୍ନାରେ ରେସ ଥ୍ରିର ଷ୍ଟାରକାଷ୍ଟଙ୍କ ଫିସ ସାମାନ୍ୟ ମାତ୍ର,ଜାଣନ୍ତୁ ବବିଙ୍କର କେତେ ।

youtube
0 70

ସଲମାନ ଖାନ ଏବଂ ତାଙ୍କ ଟିବ ଏବେ ଫିଲ୍ମ ରେସ ଥ୍ରିର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ସଲମାନଙ୍କ ବ୍ୟତୀତ ବବି ଦେଓଲ,ଜ୍ୟାକଲିନ,ଡେଜି ସାହ,ଅନିଲ କପୁର ଏବଂ ସାକିବ ସଲିମ ଅଛନ୍ତି । ଖବର ଅନୁସାରେ ଫିଲ୍ମର ବଜେଟ ୧୦୦ କୋଟି । ସଲମାନ ଏହି ସମସ୍ତଙ୍କ ପାଇଁ ଭଲ ଫିସ କରି ଦେଇଛନ୍ତି । କିନ୍ତୁ ସଲମାନଙ୍କ ସାମ୍ନାରେ ଅନ୍ୟ ମାନଙ୍କ ଫିସ କିଛି ନୁହେଁ । ଆସନ୍ତୁ ଜାଣିବା ଷ୍ଟାର କାଷ୍ଟଙ୍କ ଫିସ କେତେ ।


ସାକିବ ସଲିମ ଏହି ଫିଲ୍ମ ପାଇଁ ୧.୪୦ କୋଟି ନେଇଛନ୍ତି ।

ଆଦତ୍ୟ ପାଂଚାଲି ଏହି ଫିଲ୍ମ ପାଇଁ ୨ କୋଟି ଚାର୍ଜ କରିଛନ୍ତି ।

 


ଡେଜି ଶାହ ୫.୨୦ କୋଟି ସାଇନ କରିଛନ୍ତି ।

ବବି ଦେଓଲ ୭.୫୦ କୋଟି ନେଇଛନ୍ତି ।

ଜ୍ୟାକଲିନ ୮ କୋଟି ନେଇଛନ୍ତି ।

ଅନିଲ କପୁର ୯ କୋଟି ସାଇନ କରିଛନ୍ତି ।

ସଲମାନ ଖାନ ୬୦ କୋଟି ଚାର୍ଜ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More