Only for Entertainment

ଏମି ଆୱାର୍ଡ ଶୋ’ ପାଇଁ ନୋମିନେଟ ହେଲେ ହଟ ଅଭିନେତ୍ରୀ ରାଧିକା ଆପ୍ତେ, ଏହିଭଳି ଜାହିର କଲେ ଖୁସି !

31

ବିଶ୍ୱ ଏମି ଆୱାର୍ଡ ୨୦୧୯ରେ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଶ୍ରେଣୀରେ ଅଭିନେତ୍ରୀ ରାଧିକା ଆପ୍ତେଙ୍କ ନା ସାମିଲ ରହିଛି । ନେଟଫ୍ଲିକ୍ସ ଫିଲ୍ମ ‘ଲଷ୍ଟ ଷ୍ଟୋରିଜ’ରେ ଜବରଦସ୍ତ ଅଭିନୟ ପାଇଁ ରାଧିକାଙ୍କୁ ଏହି କାଟାଗୋରୀରେ ନାମାଙ୍କନ କରାଯାଇଛି , ଯାହାକୁ ନେଇ ରାଧିକା କହିଛନ୍ତି ତାହା ତାଙ୍କ ଭଲ ଅନୁଭୂତି ରହିଥିଲା । ଇଂଟରନ୍ୟାସନାଲ ଏକାଡେମୀ ଅଫ ଟେଲିଭିଜନ ଆର୍ଟସ ଆଣ୍ଡ ସାଇନ୍ସେଜ ଦ୍ୱାରା ଗୁରୁବାର ଦିନ ଚଳିତ ବର୍ଷ ଏମି ଆୱାର୍ଡରେ ସାମିଲ ଥିଲା ନାମାଙ୍କନ ଘୋଷଣା କରାଯାଇଥିଲା ।

 

View this post on Instagram

 

#internationalemmy

A post shared by Radhika (@radhikaofficial) on

ପ୍ରିୟ ଅଭିନେତ୍ରୀ ଏହି ଶ୍ରେଣୀରେ ବ୍ରିଟେନର ଜେନା କୋଲମୈନ, ବ୍ରାଜିଲର ମାଜରୋ ଏଷ୍ଟିୟାନୋ ଏବଂ ହଙ୍ଗରୀର ମରୀନା ଗେରାଙ୍କ ସହ ରାଧିକାଙ୍କ କଡା ଟକ୍କର ହୋଇଥିଲା । ‘ଲଷ୍ଟ ଷ୍ଟୋରୀଜ’କୁ ମିନି ସିରିଜ କାଟାଗୋରୀରେ ନାମାଙ୍କିତ କରାଯାଇଛି ।

ରାଧିକା ଏହି ସମ୍ପର୍କରେ ଆଇଏଏନଏସଙ୍କୁ କହିଛନ୍ତି ଯେ ‘ଯେତେବେଳେ ଆପଣଙ୍କ ଚେଷ୍ଟାକୁ ସମସ୍ତେ ସମ୍ମାନ ଦେବେ , ତାହା ଖୁବ ଉତ୍ତମ ଅନୁଭବ ହୋଇଥାଏ । ରାଧିକାଙ୍କ କହିବା ମୁତାବକ ଲଷ୍ଟ ଷ୍ଟୋରିଜ ସହ ‘ସାକ୍ରେଡ ଗେମ୍ସ’ପାଇଁ ଖୁବ ରୋମାଂଚକ ଅଟେ ଏବଂ ଯାହାକୁ ଡ୍ରାମା ସିରିଜ ନାମୋ ନାମାଙ୍କନ କରାଯାଇଛି । ଏହି ସମାରୋହ ଆୟୋଜନ ନ୍ୟୁୟର୍କରେ ୨୫ନଭେମ୍ବରରେ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More