Only for Entertainment

ରେଡିଓ ଚକଲେଟ୍ ୧୦୪ ଏଫଏମ୍ ଭେଟି ଦେଇଛି ଏକ ନିଆରା ଭକ୍ତି ସଙ୍ଗୀତ ‘ଯାତ୍ରୀ ମାନେ ଟିକେ ଧ୍ୟାନ ଦିଅନ୍ତୁ’ ।

youtube
0 35

ଓଡିଶାର ନମ୍ବର ୱାନ୍ ରେଡିଓ ଷ୍ଟେସନ୍ ରେଡିଓ ଚକଲେଟ୍ ୧୦୪ ଏଫଏମ୍ ଭେଟି ଦେଇଛି ଏକ ନିଆରା ଭକ୍ତି ସଙ୍ଗୀତ ‘ଯାତ୍ରୀ ମାନେ ଟିକେ ଧ୍ୟାନ ଦିଅନ୍ତୁ’ । ପ୍ରଫୁଲ୍ଲ ବେହେରାଙ୍କ ସଙ୍ଗୀତରେ ଏହି ଗୀତରେ ଶୁଣିବାକୁ ବୁଲୁ ମିଶ୍ରଙ୍କ ସ୍ୱର ।

ଗୀତର ଲିରିକ୍ସ ଦେଇଛନ୍ତି ଗୁରୁ ଶତପଥୀ । ଗୀତଟି ରିଲିଜ୍ ହେବାର ମାତ୍ର କିଛି ଦିନ ଭିତରେ ୟୁଟୁବରେ ଏହାକୁ ହଜାର୍ ହଜାର୍ ଦର୍ଶକ ଦେଖି ସାରିଲେଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More