Only for Entertainment

ରେଡ଼ିଓ ଚକଲେଟ୍ ତରଫରୁ ସଙ୍ଗୀତପ୍ରେମୀଙ୍କୁ ନୂଆ ଉପହାର ! ରିଲିଜ ହେଲା ରୋମାଣ୍ଟିକ ଗୀତ ‘ହଜାରେ ହୃଦୟ’

you tube
0 64

ସଙ୍ଗୀତପ୍ରେମୀଙ୍କ ପାଇଁ ଖୁସି ଖବର । ଦର୍ଶକଙ୍କୁ ରେଡ଼ିଓ ଚକୋଲେଟର ଆଉ ଏକ ଉପହାର । ରେଡ଼ିଓ ଚକୋଲେଟ୍ ତିଆରି କରିଛି ଆଉ ଏକ ନୂଆ ଗୀତ । ଦର୍ଶକଙ୍କୁ ଉପହାର ସଦୃଶ ରେଡିଓ ଚକଲେଟ ଆଉ ଏକ ନୂଆ ରୋମାଂଟିକ ଗୀତ ‘ହଜାରେ ହୃଦୟ’ ରିଲିଜ ହୋଇଛି । ଏହି ଗୀତରେ ଲୋକପ୍ରିୟ ଗାୟକ ହ୍ୟୁମାନ୍ ସାଗର କଣ୍ଠଦେଇଥିବା ବେଳେ, କାର୍ତ୍ତିକ କୁମାର ସଙ୍ଗୀତ ଦେଇଛନ୍ତି ।

ଗୁରୁ ଶତପଥୀ ଏହି ରୋମାଂଟିକ୍ ଗୀତ ରଚନା କରିଛନ୍ତି । ସଂଗ୍ରାମ ମିଶ୍ର ଓ ସୌମିତ୍ରୀ ପଲାଇଙ୍କ ତତ୍ତ୍ୱାବଧନରେ ସୃଜନ କମ୍ୟୁନିିକେସନରେ ଗୀତଟିର ପୋଷ୍ଟ ପ୍ରଡକସନ ହୋଇଛି । ଗୀତଟି ରିଲିଜ ହେବା ପରେ ଉଭୟ ରେଡିଓ ଓ ସୋସିଆଲ ମିଡ଼ିଆରେ ଉଚ୍ଚପ୍ରଂଶସିତ ହୋଇଛି ।

ଆସନ୍ତୁ ଦେଖିବା ଏହି ଗୀତଟି…

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More