Only for Entertainment

ରିଲିଜ ହେଲା ଷ୍ଟାଇଲିଶ ସିଙ୍ଗର ଗୈାରବଙ୍କ ‘ତୋ ପ୍ରେମରେ’

radio chocolate
97

ଓଡ଼ିଶାର ନମ୍ବର ୱାନ୍ ଏଫ୍ ଏମ୍ ରେଡିଓ ଚକଲେଟ ପ୍ରସ୍ତୁତ କରିଛି, ଏକ ରୋମାଂଟିକ ଗୀତ –“ତୋ ପ୍ରେମରେ”, ଯାହା ଶୁକ୍ରବାର ସନ୍ଧ୍ୟା ୬ଟାରେ ମୁକ୍ତିଲାଭ କରିଛି ।

ଗୀତଟିକୁ ଗାଇଛନ୍ତି ଷ୍ଟାଇଲିଶ ସିଙ୍ଗର ଗୈାରବ । ଗୀତକୁ ରଚନା କରିଛନ୍ତି ଆଶୁତୋଷ ଓ କୁମାରଶ୍ରୀ । ସଙ୍ଗୀତ ଦେଇଛନ୍ତି ସୁମିତ ଦୀକ୍ଷିତ୍ । ଗୀତର ରେକର୍ଡିଂ ଓ ମିକ୍ସିଙ୍ଗ କରିଛନ୍ତି ସ୍ମୃତିରଂଜନ ।

ଶୁକ୍ରବାରରେ ରିଲିଜ ହୋଇଥିବା ଏହି ଗୀତଟିକୁ ଶ୍ରୋତାମାନେ ରେଡିଓ ଚକ୍ଲେଟରେ ଶୁଣିପାରିବେ । ରେଡିଓ ଚକ୍ଲେଟର ୟୁଟ୍ୟୁବ ପେଜରେ ଏହାର ଷ୍ଟୁଡିଓ ଭର୍ସନ ଦେଖିପାରିବେ । ଏହା ସହ ଶ୍ରୋତାମାନେ ରେଡିଓ ଚକ୍ଲେଟର ଆପରେ ମଧ୍ୟ ଗୀତଟି ଶୁଣିପାରିବେ । ରେଡିଓ ଚକଲେଟର ଆପକୁ ଗୁଗଲ ପ୍ଲେ ଷ୍ଟୋର କିମ୍ବା ଆପଲ ଷ୍ଟୋରରୁ ଡାଉନଲୋଡ କରି ପାରିବେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More