Only for Entertainment

ହୋଲି ଅବସରରେ ରେଡିଓ ଚକଲେଟର ନୂଆ ଗୀତ ରିଲିଜ । ଦେଖନ୍ତୁ !

youtube
0 46

 

ରେଡିଓ ଚକଲେଟ ସାରା ଓଡିଶାର ପ୍ରିୟ ଏଫ ଏମ ଚ୍ୟାନେଲ । ସାରା ଓଡିଶାବାସୀ ଏହି ଚ୍ୟାନେଲକୁ ପସନ୍ଦ କରିଥିବାରୁ ଆଜି ଏକ ଶୀର୍ଷସ୍ତରରେ ନିଜର ଅଧିକାରତ୍ୱ ବିସ୍ତାର କରିବାରେ ସକ୍ଷମ ହୋଇପାରିଛି । ସେହିଭଳି ଏଥର ହୋଲିରେ ଚକଲେଟ ରେଡିଓ ଆଣି ଦେଇଛି ଏକ ଚକଲେଟ ସଂଗୀତ । ଯାହା ଆପଣଙ୍କ ହୋଲିର ମଜାକୁ କରିଦେବ ଦ୍ୱିଗୁଣିତ । ଏହି ସଂଗୀତରେ ଆପଣଙ୍କ ମନକୁ ମତୂଆଲା କରିବା ପାଇଁ କଣ୍ଠଦାନ ଦେଇଛନ୍ତି ସୁମଧୁର କଣ୍ଠଶିଳ୍ପୀ ଜଶସ୍ୱିନୀ । ଏହି ସଂଗୀତରେ ମ୍ୟୁଜିକ ଦେଇଛନ୍ତି ବିଶ୍ୱସ୍ୱରୂପ ଏବଂ ଗୀତିକାର ହେଉଛନ୍ତି ଯତିନ୍ଦ୍ର ପ୍ରଧାନ ।

ତେବେ ଦେଖନ୍ତୁ ଏହି ଭିଡିଓ ଏବଂ ଆପଣଙ୍କ ହୋଲିର ମସ୍ତିରେ ହୋଇଯାଆନ୍ତୁ ମସଗୁଲ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More