Only for Entertainment

କିଛି ଏହିଭଳି ଦେଖା ଯାଉଛନ୍ତି କଂଗ୍ରେସ ନେତା ରାଜ ବବରଙ୍କ ବୋହୁ ।

bollywood tadka
40

ବଲିଉଡର ପ୍ରସିଦ୍ଧ ଆକ୍ଟର ଏବଂ କଂଗ୍ରେସ ରାଜନେତା ରାଜ ବବରଙ୍କ ପୁଅ ପ୍ରତୀକ ବବରଙ୍କ ସହିତ ଆଜି ଗର୍ଲଫ୍ରେଣ୍ଡ ସାନ୍ୟା ସାଗରଙ୍କ ବିବାହ । ବିବାହ କାର୍ଯ୍ୟକ୍ରମ ଦୁଇ ଦିନ ପର୍ଯ୍ୟନ୍ତ ଚାଲିବ । କୁହାଯାଉଛି ଏହି ବିବାହରେ ବଲିଉଡ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତ ବଡ଼ ବଡ଼ ରଥି ମହାରଥି ପହଂଚିବେ ।

ବିବାହ ଲଖନଉ ଠାରେ ଅନୁଷ୍ଠିତ ହେଉଛି । ବିବାହ ପରେ ଏହି ଯୋଡ଼ି ମୁମ୍ବାଇରେ ଏକ ଦାମୀ ରିସେପସନ ଦେବେ ।
ସାନ୍ୟା ସାଗର ଫ୍ୟାଶନ ଡିଜାଇନିଂ କୋର୍ସ କରିଛନ୍ତି । ଏହା ସହିତ ସେ ଲଣ୍ଡନ ଫିଲ୍ମ ଏକାଡେମୀରେ ଫିଲ୍ମ ମେକିଂ ଡିଗ୍ରୀ କରିଛନ୍ତି । ଲୁକ୍ସ କଥା ଆଲୋଚନା କରିବା ତ ସାନ୍ୟା ଖୁବ ହଟ । ଅଧିକାଂଶ ସମୟରେ ସେ ତାଙ୍କ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି । ଗତବର୍ଷ ଦୁଇଜଣଙ୍କର ନିର୍ବନ୍ଧ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More