Only for Entertainment

୨୦୧୯ ଲୋକସଭା ନିର୍ବାଚନ ଲଢିବେ ନାହିଁ ରଜନୀକାନ୍ତ, କିନ୍ତୁ ଜନତାଙ୍କୁ କଲେ ଏହି ଅପିଲ ।

95

ଆକ୍ଟର ରଜନୀକାନ୍ତ ନିକଟରେ ଘୋଷଣା କରିଛନ୍ତିଯେ ସେ ଆଉ ତାଙ୍କ ଟିମ ୨୦୧୯ରେ ଲୋକସଭା ନିର୍ବାଚନ ଲଢିବେ ନାହିଁ । ଏହା ସହିତ ସେ କହିଛନ୍ତିଯେ ପ୍ରଚାର ପାଇଁ ତାଙ୍କ ଫଟୋକୁ କୌଣସି ପାର୍ଟିର ପ୍ରତୀକ ଭାବରେ ବ୍ୟବହାର ନହେବା ଉଚିତ ।

କହିରଖୁଛୁଯେ ରଜନୀକାନ୍ତ ଗତବର୍ଷ ୩୧ ଡିସେମ୍ବରକୁ ରାଜନୀତିରେ ଆସିବା ପାଇଁ ଘୋଷଣା କରିଥିଲେ । ତଥାପି ଏବେ ତାଙ୍କୁ ଏକ ରାଜନୈତିକ ପାର୍ଟି ତିଆରି କରିବାକୁ ଅଛି । ସେ ତାଙ୍କ ଫ୍ୟାନ କ୍ଲବକୁ ରଜନୀ ମକ୍କଲ ମନ୍ଦ୍ରମରେ ପରିବର୍ତ୍ତନ କରି ଦେଇଛନ୍ତି । ଏହା ଏଭଳି ଏକ ସଙ୍ଗଠନ ଯାହା ଲୋକଙ୍କୁ ଏକା ସାଙ୍ଗରେ ରଖିବ ଏବଂ ନିର୍ବାଚନ ଆସିବା ମାତ୍ରେ ଏଥିରେ ପରିବର୍ତ୍ତନ ଅଣାଯାଇପାରିବ ।

ୱର୍କଫ୍ରଂଟ କଥା ଆଲୋଚନା କରିବା ତ ରଜନୀକାନ୍ତ ଖୁବଶୀଘ୍ର ତାଙ୍କ ନୂଆ ଫିଲ୍ମର ସୁଟିଂ ଆରମ୍ଭ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More