Only for Entertainment

ଭାରତ ଦ୍ୱାରା ପାକିସ୍ତାନକୁ କରାଯାଇଥିବା ଆକ୍ରମଣ ଦେଖି ମନେପଡ଼ିଲା ରାଜକୁମାରଙ୍କ ଫିଲ୍ମ ଡାଏଲଗ ।

bollywood tadka
72

ଜମ୍ମୁ କାଶ୍ମୀରରେ ହୋଇଥିବା ପୁଲୱାମା ଆକ୍ରମଣ ପରେ ଭାରତ ପାକିସ୍ତାନକୁ ନେଇ ଖୁବ ତଦାରଖ କରିିଛି । ଖବର ଅନୁସାରେ ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ସକାଳ ପ୍ରାୟ ସାଢେ ତିନିଟାରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ପ୍ରବେଶ କରି ୧୦୦୦ କିଲୋଗ୍ରାମର ବମ ପକାଇଛି । ୨୦୦୦ ଫାଇଟର ଜେଟସ ଆତଙ୍କି ଆଡା ଉପରେ ବମ ପକାଇ ଧ୍ୱଂସ କରି ଦେଇଛନ୍ତି । ଖବର ଅନୁସାରେ ୨୦୦ରୁ ୩୦୦ ଆତଙ୍କବାଦୀ ଏହି ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ସମସ୍ତେ ବାୟୁସେନାର ପ୍ରଶଂସା କରୁଛନ୍ତି । ତେବେ ଏୟାରଫୋର୍ସ ଦ୍ୱାରା କରାଯାଇଥିବା ଆକ୍ରମଣ ପରେ ରାଜକୁମାରଙ୍କ ଫିଲ୍ମ ଡାଏଲଗ ମନେ ପଡ଼ୁଛି । ଆସନ୍ତୁ ସେହିଭଳି କିଛି ଫିଲ୍ମ ଡାଏଲଗ ଉପରେ ନଜର ପକାଇବା ।

ସୌଜନ୍ୟ bollywood tadka
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More